ନୂଆଦିଲ୍ଲୀ : ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ସମସ୍ତଙ୍କର ଆବଶ୍ୟକତା ରହିଥାଏ । ବେଳେବେଳେ ଏହା ସ୍ୱପ୍ନ ମଧ୍ୟ ହୋଇଯାଏ ,ଯଦି ଆପଣ ନିଜର ଘର ଚାହୁଁଛନ୍ତି ତେବେ ଏହି ସ୍ବପ୍ନକୁ ଆପଣଙ୍କର ମାଗଣାରେ ପୁରା କରାଯାଇ ପାରିବ କିନ୍ତୁ ସେଥିପାଇଁ କେବଳ ଗୋଟିଏ ସର୍ତ ରହିଛି ଯାହାକୁ ଆପଣ ପାଳନ କରିବେ । ଏହି ସର୍ତଟି ଏହା ଯେ ଆପଣଙ୍କୁ ଗୋଟିଏ କଇଁଛ ନେବାକୁ ପଡ଼ିବ ଯାହାର ନାମ ହର୍କୁଲେସ ଅଟେ । ଏହି କଇଁଛର ମୂଲ୍ୟ ଭାରତୀୟ ମୁଦ୍ରାରେ ୮କୋଟି ୫୪ ଲକ୍ଷ ୫୪ ହଜାର ୫୪୭ ତାଙ୍କ ଅଟେ ଏତିକି ମୂଲ୍ୟଦେଇ ଆପଣ ଯଦି କଇଁଛଟିକୁ କିଣିବେ ତେବେ ଆପଣଙ୍କ ପାଇଁ ମହଲ ସମ୍ଭବ ଅଟେ । ଖାସ୍ କଥାଟି ହେଉଛି ଏହି କଇଁଛ ୯୪ ବର୍ଷର ।

Comments are closed.