Odisha news

ଷ୍ଟ୍ରେସ୍ ଛଡ଼ା ଆଉ କେଉଁସବୁ କାରଣରୁ ହୋଇଥାଏ ଉଚ୍ଚ ରକ୍ତଚାପ ସମସ୍ୟା

0
ଆଜିକାଲି ଉଚ୍ଚ ରକ୍ତଚାପ ସମସ୍ୟା ଏକ ସାଧାରଣ ସମସ୍ୟା । ଉଚ୍ଚ ରକ୍ତଚାପ ସମୟରେ ଶରୀରରେ ରକ୍ତ ସଞ୍ଚାଳନ ଏତେ ଦ୍ରୁତ ଗତିରେ ହୋଇଥାଏ ଯେ ଏହାଦ୍ବାରା ଅନ୍ୟ ଶାରିରୀକ ସମସ୍ୟା ଦେଖା ଦେଇଥାଏ ।
ଉଚ୍ଚ ରକ୍ତଚାପ ର ଲକ୍ଷଣ –
ଯେତେବେଳେ ଶରୀରରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥାଏ ସେତେବେଳେ ଶରୀରରେ କିଛିଟା ଅସୁବିଧା ଦେଖା ଯାଇଥାଏ ।
– ଛାତିରେ ଯନ୍ତ୍ରଣା
– ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ
– ପରିସ୍ରାରେ ରକ୍ତ ସ୍ରାବ ହେବା
– ନାକ ରୁ ରକ୍ତ ସ୍ରାବ ହେବା
କେଉଁଶବୁ କାରଣରୁ ହୋଇଥାଏ ଉଚ୍ଚ ରକ୍ତଚାପ ସମସ୍ୟା –
ଆମ ଦୈନନ୍ଦିନ ଜୀବନରେ କିଛିଟା ଅସୁବିଧାର ସମ୍ମୁଖୀନ ହେବା ଦ୍ଵାରା ଶରୀରରେ ରକ୍ତଚାପ ସମସ୍ୟା ଦେଖା ଦେଇଥାଏ । କିଛି ଲୋକ ଙ୍କ ର ଧାରଣା ରହିଛି ଯେ ଶରୀରରେ ଯଦି ଷ୍ଟ୍ରେସ୍ ବୃଦ୍ଧି ହୋଇଥାଏ ତେବେ ରକ୍ତଚାପ ସମସ୍ୟା ଦେଖା ଦେଇଥାଏ ।
ଯେପରିକି –
– ଥାଇରଏଡ
– ସ୍ଲିପ ଏପନୀୟ
– ଖରାପ୍ ଜୀବନ ଶୈଳୀ
– ସ୍ୱାସ୍ଥ୍ୟକର ଖାଦ୍ୟ ନ ଖାଇବା
– ନିଶା ଦ୍ରବ୍ୟ ସେବନ କରିବା
– ଫିଯିକାଲି ଅକ୍ଟିଭ୍ ନହେବା
– ଗର୍ଭ ନିରୋଧକ ଔଷଧ ଅଧିକ ସେବନ କରିବା
– କୋଲ୍ଟ ଓ ଫ୍ଲୁ ର ଔଷଧ ଅଧିକ ସେବନ କରିବା
Nalco
Leave A Reply