Odisha news

ଶୁଭ ସକାଳ

0
ମା ତାରିଣୀ ଦୁଃଖ ହାରିଣୀ
 କୃପା ନୟନେ ଦେ ତୁ ଚାହିଁ ।
ଶାନ୍ତି ଡଙ୍ଗାରେ  ପାରି କରେ
ଆମକୁ ଏ ଦୁଃଖ ର  ନଇ  ।..
 ଏ ଯାତନା ପସରା ନେଏ
 ତୁ ହସର ପସରା  ଦେଏ  ।
ଧୂପ ଚନ୍ଦନ ଲଗେଇ ଦେ
ମାକୁ ଆମର ବନ୍ଦେଇ ଦେ  ।..
ପିଟି ପିଟି ପିଟରେ ଘଣ୍ଟ
 ଏ ବଜା ବଜାରେ ଶଙ୍ଖ
ମା ଙ୍କର ବନ୍ଦାପନା ପାଇଁ
ଲାଗିଛି  ଏ ମନରେ ଝୁଙ୍କ ।..
 ****  ଅକ୍ଷୟ ପଣ୍ଡା
Leave A Reply