Odisha news

ଗରୁଡ଼ ପୁରାଣ ଅନୁସାରେ କରନ୍ତୁ ଏହି ୩ ଟି କାର୍ଯ୍ୟ , ହେବେ ଆପଣଙ୍କ ୭ ପିଢ଼ି ଧନ ବାନ

0

ଗରୁଡ଼ ପୁରାଣ ଅନୁସାରେ କିଛି ଏପରି କଥା ରହିଛି ଯାହାକୁ ମାନୁଥିବା ବ୍ୟକ୍ତି ସର୍ବଦା ଖୁସି ରହିବ l ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଏହି ୩ ଟି କଥାକୁ ମାନିଥାଏ ତାର ୭ ଜନ୍ମ ର ଦରିଦ୍ରତା ଦୂର ହୋଇଥାଏ l

* ଗରୁଡ଼ ପୂରଣ ଅନୁସାରେ ଯେଉଁ ବ୍ୟକ୍ତି ନିଜ କୁଳ ଦେବତା ଙ୍କୁ ନିୟମିତ ପୂଜାର୍ଚନା କରିଥାଏ ତା ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ l କୁଳ ଦେବତା ପ୍ରସନ୍ନ ହେବା ଦ୍ୱାରା ଆପଣଙ୍କ ୭ ପିଢ଼ି ସୁଖ ଶାନ୍ତି ରେ ରହିବେ l

* ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ଘରେ ଭୋଜନ କୁ ବିନା ଚାଖି ଭଗବାନ ଙ୍କୁ ପ୍ରଥମେ ଭୋଗ ଲଗାଯାଇ ଥାଏ ସେଠାରେ କଦାପି ଧନ ସମ୍ବନ୍ଧୀୟ ଅସୁବିଧା ହୋଇ ନଥାଏ l ଯଦି ମା ଅନପୂର୍ଣା ଙ୍କ କୃପା ଆବଶ୍ୟକ ତେବେ ସର୍ବଦା ପ୍ରଥମ ଭୋଜନ ତାଙ୍କୁ ହିଁ ଅର୍ପଣ କରନ୍ତୁ l

* ଗରୁଡ଼ ପୂୁରାଣ ଅନୁସାରେ ଦାନ ଗୋଟିଏ ମହତ କାର୍ଯ୍ୟ ଅଟେ l ଏପରି କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l ଯେଉଁ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଦାନ କରି ଥାଆନ୍ତି ତାଙ୍କର ୭ ପିଢ଼ି ର କଲ୍ୟାଣ ହୋଇଥାଏ l

Leave A Reply