Odisha news

ହିନ୍ଦୁଙ୍କ ଭାବନା ସହିତ ଖେଳ, ଗରବା ଆଳରେ କରାଯାଉଛି ଲଭ ଜିହାଦ

0

ଭାରତ ସମେତ ସାରା ବିଶ୍ୱରେ ଶକ୍ତିର ଆରାଧନା ଚାଲିଛି, ହିନ୍ଦୁ ମାନେ ନିଜ ସାମର୍ଥ୍ୟ ଅନୁସାରେ ଭକ୍ତିରେ ଲୀନ ହୋଇଛନ୍ତି l କିନ୍ତୁ ବର୍ତମାନ ଯେଉଁ ଚିନ୍ତା ନକାରାତ୍ମକ ଭାବରେ ଦେଖାଯାଉଛି ତାହା ହେଉଛି ଚିନ୍ତାର କାରଣ l ଏହା ଏଥିପାଇଁ ଚିନ୍ତାରେ ପକାଉଛି କାହିଁକି ନା ମା ଦୁର୍ଗା ଙ୍କୁ ଇସ୍ଲାମିକ କରଣ କରିବା ପାଇଁ ଲୋକେ ଜିଦି କରୁଛନ୍ତି l ଏହା ସହିତ ଜଡିତ ଗୋଟିଏ ଘଟଣା ମଧ୍ୟ ପ୍ରଦେଶ ର ଇନ୍ଦୋର ରୁ ସାମ୍ନା କୁ ଆସିଛି l ଯେଉଁଠି ମା ଦୁର୍ଗା ଙ୍କ ମୂର୍ତି କୁ ବୁର୍ଖା ପିନ୍ଧାଇବା ଓ ମୁଣ୍ଡରେ ଇସ୍ଲାମୀ ବେନ୍ଦl ଲଗାଇବା ଘଟଣା ସାମ୍ନାକୁ ଆସିଛି l ଅନ୍ୟ ପକ୍ଷରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଘଟଣା ଏଭଳି ଆସୁଛି ଦୁର୍ଗାପୂଜା ପେଣ୍ଡାଲ ଠାରୁ ଦୂରତା ରଖି ପାରୁନାହାନ୍ତି ମୁସ୍ଲିମ ଧର୍ମାବଲମ୍ବୀ l ସେଥିପାଇଁ ନିଜର ଆଧାରକାର୍ଡ଼ ରେ ମଧ୍ୟ ନିଜ ନାମ ପରିବର୍ତନ କରି ଦେଉଛନ୍ତି l ବର୍ତମାନ ଏହା ପ୍ରଶ୍ନ ଉଠୁଛି ଯେ ଯେଉଁମାନଙ୍କର ହିନ୍ଦୁ ସଂସ୍କୃତି, ଦେବ ପୂଜା ପ୍ରତି ବିଶ୍ୱାସ ନାହିଁ , ଯିଏ ମୂର୍ତି ପୂଜାକୁ ବ୍ୟଭିଚାର ବୋଲି କହୁଛନ୍ତି , ଏପରିକି ନିଜ ଧର୍ମ ରେ ନାଚ ଗୀତ ମଧ୍ୟ ମନା ଅଟେ, ସେମାନେ ଏହି ଗରବା ମୋହତ୍ସବ କୁ ଯିବା ପାଇଁ ଜିଦି କାହିଁକି କରୁଛନ୍ତି ?

ଭାରତୀୟ ସଂସ୍କୃତିରେ ଗରବା ନୃତ୍ୟୁ କୁ ମା ଭଗବତୀ ଙ୍କୁ ସମର୍ପିତ ଅଟେ l ଏହା ଈଶ୍ୱରଙ୍କୁ ସମର୍ପିତ ଗୋଟିଏ ସାଧନା ବୋଲି କୁହାଯାଇ ଥାଏ l ଗରବା ର ପ୍ରକୃତ ଅର୍ଥ ହେଲା ଗର୍ଭ ଦୀପ, ଯାହାକି ସ୍ତ୍ରୀଙ୍କ ଗର୍ଭ ର ସୃଜନ ଶକ୍ତିର ପ୍ରତୀକ ଅଟେ l ଏବଂ ଗରବା ମାଧ୍ୟମରେ ସେହି ଶକ୍ତି ଆରାଧନା ଆମେ ସମସ୍ତେ ଏହି ଉତ୍ସବ ମାଧ୍ୟମରେ କରିଥାଉ l ବସ୍ତୁତଃ ଏହି ସ୍କାକ୍ତି ପ୍ରତ୍ୟେକ ସ୍ତ୍ରୀ ପୁରୁଷ ଙ୍କ ମଧ୍ୟରେ ବିଦ୍ୟମାନ ଅଟେ l ଗୋଲ ଆକାରରେ କରାଯାଉଥିବା ଗରବା ନୃତ୍ୟ ଜୀବନ ର ଗୋଲ ଚକ୍ରର ପ୍ରତୀକ ଅଟେ l ଏଥିରେ ମହିଳା, ପୁରୁଷ ଛୋଟ ପିଲା ସମସ୍ତେ ସାମିଲ ହୋଇ ଥାଆନ୍ତି l ଗରବା କରିବା ସମୟ ରେ ମହିଳା ମାନେ ୩ଟି ତାଳି ର ପ୍ରୟୋଗ କରି ଥାଆନ୍ତି , ଯାହାକି ତିନିଦେବ ଙ୍କୁ ସମର୍ପିତ ଅଟେ l ବ୍ରହ୍ମ, ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ l ଗରବା ନୃତ୍ୟ ପଛରେ ରହିଛି ଆଧ୍ୟାତ୍ମିକ କାରଣ l ଯେଉଁଥିରେ ଅନ୍ୟ କୌଣସି ଧର୍ମ ର ବିଶ୍ୱାସ କିମ୍ବା ଆସ୍ଥା ନାହିଁ l ତଥାପି ଏମାନେ ଏହି ନୃତ୍ୟ ରେ ସାମିଲ ହେବାକୁ ଚାହୁଁଛନ୍ତି l

ଗରବା ନୃତ୍ୟ କୁ ନେଇ ମୁସଲମାନ ସମ୍ପ୍ରଦାୟ ହିନ୍ଦୁ ମହିଳାଙ୍କ ନିକଟତର ହେବାକୁ ତ ଚାହୁଁଛନ୍ତି ଏଥି ସହିତ ଆଉ ଗୋଟିଏ ଚିନ୍ତା ହେଲା ଯେ ସେମାନେ ଲଭ ଜିହ୍ୱାଦ ଦ୍ୱାରା ହିନ୍ଦୁ ମହିଳାଙ୍କୁ ଫାଂସେଇବାକୁ ଚାହୁଁଛନ୍ତି l ଚଳିତଥର ଯେତେବେଳେ ହିନ୍ଦୁ ସଂଗଠନ ଙ୍କ ଦ୍ୱାରା କୁହାଗଲା ଯେ କୌଣସି ଅଣହିନ୍ଦୁ ଗରବା ରେ ସାମିଲ ହେବେ ନାହିଁ, ସେତେବେଳେ ମୁସ୍ଲିମ ଯୁବକ ମାନେ ନିଜ ନାମ ବଦଳାଇ ସାମିଲ ହେବାର ପ୍ରୟାସ କରିଛନ୍ତି l  କାନପୁର ରେ ମୁସ୍ଲିମ ଯୁବକ ଗରବା କରିବା ସମୟ ରେ ଧରାପଡ଼ି ଥିଲା, ଇନ୍ଦୋର ମଧ୍ୟ ୨ଜଣ ମୁସଲିମ ଯୁବକ ଧରାପଡ଼ିଛନ୍ତି l ଯେଉଁମାନେ କି ଗରବା କରୁଥିବା ହିନ୍ଦୁ ଯୁବତୀଙ୍କ ଭିଡିଓ କରିବା ସହିତ ଫଟୋ ଉଠାଉଥିଲେ l  ଉଭୟ ଯୁବକ ନିଜ ନାମ ହିନ୍ଦୁ ନାମକୁ ପରିବର୍ତନ କରିଥିଲେ l ଏହି କାର୍ଯ୍ୟ ବର୍ତମାନ ଯୋଜନାବଦ୍ଧ ଭାବରେ ଚାଲିଛି l

Leave A Reply