Odisha news

ପର ଲୋକରେ ପୂର୍ବତନ ଇତିହାସ ବିଭାଗର ଅଧ୍ୟାପକ ସୁକାନ୍ତ କୁମାର ମିଶ୍ର

0

(ଅମରେନ୍ଦ୍ର କୁମାର ପଟ୍ଟନାୟକ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ର ପୂର୍ବତନ ଇତିହାସ ବିଭାଗର ଅଧ୍ୟାପକ ସୁକାନ୍ତ କୁମାର ମିଶ୍ର ( ଡାଲୁ ସାର ) ଙ୍କ ଆଜି ପୂର୍ବାହ୍ନ ୧୧:୨୦ ମିନିଟ ସମୟରେ ପରଲୋକ ହୋଇ ଗଲା, ସେ ଜଣେ ମିଷ୍ଟ ଭାସି ଓ ପରୋ ଉପକାରୀ ଲୋକ ଥିଲେ, ତାଙ୍କର ମୃତ୍ୟୁ ର ଖବର ଶୁଣିଲା ପରେ ଭଞ୍ଜନଗର ସହରରେ ଶୋକର ଛାୟା ଖେଳି ଗଲା

Nalco
Leave A Reply