Odisha news

ମୋହନା ପୋଲିସଦ୍ଵାରା ୨୩କେଜି ୯ସହ ଗ୍ରାମ ଗଞ୍ଜେଇ ଜବତ ଜଣେ ଗିରଫ

0
ପାରଳାଖେମୁଣ୍ଡି:୨୧/୪ : ଗଜପତି ଜିଲ୍ଲାରଆଦିବାସୀଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ମୋହନା ବ୍ଲକ ଗଞ୍ଜେଇ ଚାଲାଣ ର ହବ୍ କହିଲେ ଭୁଲ ହେବନି।ଦୈନିକ କିଛି ନା କିଛି ବ୍ୟକ୍ତି ଚୋରା ଗଞ୍ଜେଇ ଚୋରା ଚାଲାଣ କରି ଧରା ପଡି ଜେଲ ରେ ଦିନ କାଟୁଥିବା ଥିବା ବେଳେ କେତକ ପୋଲିସ କୁ ଚକମା ଦେଇ ଯାଉଥିବା ଶୁଣିବାକୁ ମିଳୁଛିସେହିପରି ଆଜି ସକାଳୁ ପୋଲିସ ପେଟ୍ରୋଲିଂ କରିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ଜରି ଅଖାରେ ସନ୍ଧେହ ଜନକ ଅବସ୍ଥାରେ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି।ଯାହାର ନାମ ସୀମା ରାଇକା ଘର ଅଡ଼ବା ଥାନା ଅନ୍ତର୍ଗତ ମୁଠାଗୁଡା ଗ୍ରାମରେ ବୋଲି ତଦନ୍ତରେ ଜଣାପଡିଛି।ଅଭିଯୁକ୍ତ ଙ୍କ ଠାରୁ ୨୩କେଜି ୯୦୦ଗ୍ରାମ ଗଞ୍ଜେଇ ସହ ଗୋଟିଏ ମୋବାଇଲ ଏବଂ ଦୁଇ ଶହ ଟଙ୍କା ଜବତ କରି ତଦନ୍ତ ଚାଲୁ ରହିଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ଠାରୁ ପ୍ରକାଶ।

Leave A Reply