ବାସ୍ତୁ ବିଦ୍ୟାରେ ଫେଙ୍ଗସୁଇ କୁ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ମିଳିଛି, ଫେଙ୍ଗସୁଇ ହେଉଛି ଦୁଇ ଶବ୍ଦ ତାହା ହେଲା ଫେଙ୍ଗ ସୁଈ l ଯାହାର ଅର୍ଥ ହେଉଛି ବାୟୁ ଓ ଜଳ l ଘରର ନକାରାତ୍ମକ ଉର୍ଜା ଜୀବନ ଉପରେ ଗୋଟିଏ ପ୍ରକାର ପ୍ରଭାବ ପକାଇଥାଏ l ଯେତେବେଳେ ଜୀବନରେ ପଜିଟିଭ ଇନାରି ରହିଥାଏ ସେତେବେଳେ ସ୍ୱାସ୍ଥ୍ୟ ଠିକ ରହିବା ସହିତ ଜୀବନରେ ସୁଖ ସମୃଦ୍ଧି ମଧ୍ୟ ରହିଥାଏ l କିନ୍ତୁ ବେଳେବେଳେ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିବା ଦ୍ୱାରା ଜୀବନରେ ବିଭିନ୍ନ କ୍ଳେଶ ମଧ୍ୟ ଦେଖା ଯାଇଥାଏ l
ଘରର ନେଗେଟିଭ ଏନର୍ଜି ଦୂର କରିବାର ଉପାୟ –
– ବାଁମ୍ବୁ ଟ୍ରି –
ବାଁମ୍ବୁ ଟ୍ରି କଥା ଆମେ ସମସ୍ତେ ଜାଣିଛୁ , ଏହାକୁ ଘରର ପୂର୍ବ ଦିଗରେ ରଖନ୍ତୁ l ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ l ଘର ପାଇଁ ବାଉଁଶ ଗଛ ଖୁବ ଶୁଭ ହୋଇଥାଏ l ଏହାଦ୍ୱାରା ଘରକୁ ପଜିଟିଭ ଏନର୍ଜି ମଧ୍ୟ ଆସିଥାଏ l
– ଚୀନ ମୁଦ୍ରା –
ଫେଙ୍ଗସୁଇ ଶାସ୍ତ୍ରରେ ଚିନି ମୁଦ୍ରା ର ବିଶେଷ ମହତ୍ୱ ରହିଛି l ନାଲି ରଙ୍ଗର ନାଲି ସୂତାରେ ଏହାକୁ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ l ଏହାଦ୍ୱାରା ଘରେ ପଜିଟିଭ ଏନର୍ଜି ରହିଥାଏ l
– ଲାଫିଙ୍ଗ ବୁଧl –
ଫେଙ୍ଗସୁଇ ବିଦ୍ୟାରେ ଘରେ ଲାଫିଙ୍ଗ ବୁଧାଁ ରଖିବା ଦ୍ୱାରା ଘରେ ସମୃଦ୍ଧି ରହିଥାଏ , ଘରେ ଉତ୍ତର -ପଶ୍ଚିମ କିମ୍ବା ଦକ୍ଷିଣ -ପୂର୍ବ ଦିଗରେ ଲାଫିଙ୍ଗ ବୁଦ୍ଧl ରଖିବା ଶୁଭ ହୋଇଥାଏ l ଅଧିକାଂଶ ଘରେ ମୁଖ୍ୟ ଦ୍ୱାରରେ ଲାଫିଙ୍ଗ ବୁଧl ରଖାଯାଇ ଥାଏ l ଏହା ଶୁଭ ହୋଇଥାଏ l
– ଫେଙ୍ଗସୁଇ କଇଁଛ –
ଘରେ ନକାରାତ୍ମକ ଉର୍ଜା କୁ ଦୂର କରିବା ପାଇଁ ଘରେ ଫେଙ୍ଗସୁଇ କଇଁଛ ରଖା ଯାଇଥାଏ l ଫେଙ୍ଗସୁଇ କଇଁଛ ଘରେ କିମ୍ବା ଅଫିସ ରେ ରଖିବା ଦ୍ୱାରା ଆର୍ଥିକ ଅନାଟନ ମଧ୍ୟ ଦୂର ହୋଇଥାଏ l
– ଫିସ ଆକୁରିୟମ –
ଫେଙ୍ଗ ସୁଈ ଶାସ୍ତ୍ର ଅନୁସାରେ ଘରେ ଫିସ ଆଁକୁରିଅମ ରଖିବା ଶୁଭ ହୋଇଥାଏ l ଏହା ଦ୍ୱାରା ଘରର ନେଗେଟିଭ ଏନର୍ଜି ଦୂର ହୋଇଥାଏ l