Odisha news

ମୁସ୍‍ଲିମ୍‍ ଚାଷୀଙ୍କ ଅଭିନବ ଧାରଣା

0

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଶାହାଜହାଁପୁରରେ ନ୍ୟାୟ ନ ମିଳିବା ଚିନ୍ତାରେ ମୁସ୍‍ଲିମ୍‍ ଚାଷୀ ଓ୍ୱାସିମ୍‍ ଅନ୍‍ସାରୀ ବିଲରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରଖି ପୂଜା କରୁଛନ୍ତି । ତାଙ୍କର ତଥା ଅନ୍ୟ ୧୨ଜ ଜଣ ଚାଷୀଙ୍କ ଜମି ଦେଇ ଯାଉଥିବା ରାସ୍ତାରେ ଜଣେ ଫ୍ୟାକଫି୍ର ମାଲିକ ପାଚେରୀ ତିଆରି କରିଛନ୍ତି । ଅନ୍‍ସାରୀଙ୍କୁ ଏ ପାଇଁ ପୋଲିସ୍‍ ସାହାଯ୍ୟ ନ ମିଳିବାରୁ ସେ ଅଭିନବ ଢ଼ଙ୍ଗରେ ଯୋଗୀଙ୍କ ପାଖରେ ସମସ୍ୟା ସମାଧାନ ପାଇଁ ଗୁହାରି କରିଛନ୍ତି । କେବଳ ଏତିକି ନୁହେଁ ଆଗକୁ ଯୋଗୀଙ୍କ ବାସଭବନ ସାମ୍ନାରେ ବସି ପୂଜା କରିବେ ବୋଲି କହିଛନ୍ତି ଅନ୍‍ସାରୀ । କରୋନା କାଳରେ ଧାରଣା ଦେଇ ହେଉ ନାହିଁ । ସେଥିପାଇଁ ଏଭଳି ଢଙ୍ଗରେ ମୁହଁରେ ମାସ୍କ ଲଗାଇ ବିରୋଧ ପ୍ରଦର୍ଶନ କରୁଥିବା ସେ କହିଛନ୍ତି ।

Leave A Reply

Your email address will not be published.