Odisha news

ନବରାତ୍ରି ରେ ଘରକୁ ଆଣନ୍ତୁ ଏହି ୬ ଟି ଜିନିଷ , ବର୍ଷ ସାରା ମିଳିବ ମା ଦୁର୍ଗାଙ୍କ କୃପା

0

ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖ ରୁ ଶାରଦୀୟ ନବରାତ୍ରି ପାଳିତ ହେବ, ୯ ଦିନ ପର୍ଯ୍ୟନ୍ତ ମା ଙ୍କ ର ଅଲଗା ଅଲଗା ସ୍ୱରୂପ ର ପୂଜାର୍ଚନା କରାଯିବ l ଶାରଦୀୟ ନବରାତ୍ରି ଅଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ପାଳିତ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ର ମାନ୍ୟତା ଅନୁସାରେ ଏହି ନବରାତ୍ରି ସମୟ ରେ କିଛିଟା ଜିନିଷ କିଣି ଘରକୁ ଆଣିବା ଶୁଭ ହୋଇଥାଏ l ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l ଆସନ୍ତୁ ଜାଣିବା ନବରାତ୍ରି ରେ କେଉଁସବୁ ଜିନିଷ ଘରକୁ କିଣି ଆଣିବା ଶୁଭ ହୋଇଥାଏ l

* ନବରାତ୍ରି ରେ ଘରକୁ ରାକ୍ଷସୂତ୍ର ଆଣିବା ଶୁଭ ହୋଇଥାଏ l ଏହା ମା ଦୁର୍ଗା ଙ୍କୁ ଅର୍ପିତ ହୋଇଥାଏ l ଏହାଦ୍ୱାରା ଘରୁ ଦୁଃଖ କଷ୍ଟ ଦୂର ହୋଇଥାଏ l

* ନବରାତ୍ରି ରେ ଘରକୁ କଳସ ଘଡି ଆଣିବା ଖୁବ ଶୁଭ ଅଟେ l ଏହାଦ୍ୱାରା ପାରିବାରିକ କ୍ଳେଶ ଦୂର ହୋଇଥାଏ l

* ଶାରଦୀୟ ନବରାତ୍ରି ମା ଙ୍କ ପାଦ ଚିହ୍ନ ଘରକୁ ଆଣିବା ଖୁବ ଶୁଭ ଅଟେ l କିନ୍ତୁ ଏହାକୁ ମା ଙ୍କ ସମୁଖ ରେ ପୂଜା ସ୍ଥାନରେ ଲଗାଇବା ଜରୁରୀ l ଏହାଦ୍ୱାରା ଘରକୁ ଧନ ବୈଭବ ର ଆଗମନ ହୋଇଥାଏ l

* ନବରାତ୍ରି ସମୟରେ ଘରକୁ ମା ଙ୍କ ର ଫଟୋ ଆଣିବା ଖୁବ ଶୁଭ ଅଟେ l ଏହାଦ୍ୱାରା ପରିବାର ଉପରେ ସର୍ବଦା ମା ଙ୍କ କୃପା ବୃଷ୍ଟି ହୋଇଥାଏ l

* ନବରାତ୍ରି ସମୟରେ ରୂପା ଜିନଷ କିଣିବା ଖୁବ ଶୁଭ ଅଟେ l ଏହାଦ୍ୱାରା ଆର୍ଥିକ ସମୃଦ୍ଧି ର ଆଗମନ ହୋଇଥାଏ l

* ନବରାତ୍ରି ରେ ଘରକୁ ମୟୁର ଚନ୍ଦ୍ରିକା ଆଣିବା ଖୁବ ଶୁଭ ଅଟେ l ଏହାଦ୍ୱାରା ଘରକୁ ସୁଖ ସମ୍ପନ୍ନତା ଓ ସକାରାତ୍ମକ ଶକ୍ତିର ଆଗମାନ ଜୋଇଥଏ l

ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ ସକାଳଖବର ଦାୟୀ ନୁହେଁ l

Leave A Reply