ଢେଙ୍କାନାଳ,18.6.2022: ଢେଙ୍
ବିଭିର୍ଣ୍ଣ ଆଡୁ ଆସିବାକୁ ଥିବା 108କୁ ଦୀର୍ଘ ଦୁଇ ଘଣ୍ଟ ଧରି ସଂକଟାପର୍ଣ୍ଣ ଅବସ୍ତରେ ଥିବା ଏକତାଳି ପଞ୍ଚୟତ ଅଧୀନସ୍ଥା ଚନ୍ଦରା ଗ୍ରାମର ବାସୁଦେବ ସାହୁ ବଜ୍ରପାତରେ ଆଘାତ ପାଇବା ପରେ ଦୀର୍ଘ ଦୁଇ ଘଣ୍ଟା108କୁ ଆପେକ୍ଷା କରିବାପରେ ନଆସିବାରୁ ବିପିନି ସାହୂ ନାମକ ଯୁବକ ଓ ତାଙ୍କ ସାଙ୍ଗ ବାସୁଦେବଙ୍କୁ ବାଧ୍ୟହୋଇ ନିଜ ବାଇକ ସହଜରେ ଆଣିଥିଲେ l ଦୁଇ ହାତରେ ଉଠେଇ ଜରୁରୀ ଚିକିତ୍ସ ଯୋଗାଇ ଦେଇ ଉକ୍ତ ବ୍ୟକ୍ତିଙ୍କୁ ଭୁବନ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ରହିଛି l ଏହି ଦୁଇ ଯୁବକଙ୍କ ଉତ୍ସର୍ଗୀକୃତ କାମ ଓ ସାହସ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସେମାନେ ପ୍ରଶଂସାର ପାତ୍ର ହୋଇଥିବା ବେଳେ ବାସୁଦେବଙ୍କୁ ଡାକ୍ତର ଚିକିତ୍ସାକରୀ ମୃତ ଘୋଷଣା କରିଥିଲେ l ସରକାରଙ୍କ 108 ଜରୁରୀ କାଳୀନ ସେବା ଉପରେ ସନୀୟ ଲୋକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହିସୁବିଧା ଜରୁରୀ ସମୟରେ କାହା ସ୍ୱାର୍ଥରେ କେତେସମୟ ବ୍ୟବଧନରେ କିପରି ଯୋଗାଯିବ ତାହା ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି l
