Odisha news

ଢ଼େଙ୍କିକୋଟ ରେ ସୁପର୍‌ ଶକ୍ତି ରଡ଼ ଉପରେ କର୍ମଶାଳା

0
 ଢ଼େଙ୍କିକୋଟ :  ଢ଼େଙ୍କିକୋଟ ଠାରେ ଥିବା ମା ତାରିଣୀ ଟ୍ରେଡ଼ର୍ସ୍ ତରଫରୁ ଗତକାଲି ସ୍ତାନିୟ ରାଜମିସ୍ତ୍ରୀ ମାନକୁଂ ନେଇ ସୁପରଶକ୍ତି ରଡ଼ ଉପରେ ଏକ କର୍ମଶାଳା ଅନୁଷ୍ଟିତ ହେଇଯାଇଛି l  ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ସୁପର ଶକ୍ତିର ସିନିଅର ମ୍ୟାନେଜର ସନ୍ତୋଷ କୁମାର ଓଝା ଓ ଜୁନିଅର ମ୍ୟାନେଜର ସୌମ୍ୟରଂଜନ ମିଶ୍ର ଯୋଗଦାନକରି ରଡ଼ ର ବ୍ୟବହାର,ଉପକାର,ଓ ମେରିଟ ସମ୍ପର୍କରେ ସ୍ତାନିୟ ରାଜମିସ୍ତ୍ରୀ ମାନକୁଂ ବୁଝାଇଥିଲେ l
ଏହି କାର୍ଯ୍ୟକ୍ରମରେ ଅନୁନ୍ୟ ଏକଶହରୁ ଉର୍ଦ୍ଧ ରାଜମିସ୍ତ୍ରୀ ଯୋଗଦେଇଥିଲେ l ସେଥିମଧ୍ୟରୁ ଶ୍ରେଷ୍ଠ ପାଞ୍ଚଜଣ ରାଜମିସ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଓ ଅନ୍ୟ ମିସ୍ତ୍ରୀ ମାନଙ୍କୁ ସାନ୍ତ୍ଵନାମୁଳକ ଉପହାର ପ୍ରଦାନ କରାଯାଇଥିଲା l ମା ତାରିଣୀ ଟ୍ରେଡ଼ର୍ସ୍ ର ଶତ୍ବାଧିକାରୀ ଶଙ୍କର୍ଷଣ ସlହୁ ଓ ରାଜକିଶୋର ସାହୁ ଙ୍କ ଆୟୋଜନ ଓ ତତ୍ୱାବଧାନରେ କାର୍ଯ୍ୟକ୍ରମ କରାଯାଇଥିଲା l ସମ୍ବର୍ଦ୍ଧନା ପର୍ବରେ ଜିଲ୍ଲାର ସୁନାମଧନ୍ୟ ଆଙ୍କର ସଂଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ସମ୍ବର୍ଦ୍ଦନା ପ୍ରଦାନରେ ସହଯୋଗ କରିଥିଲେ l
Nalco
Leave A Reply