Odisha news

IPL ୨୦୨୧ : ମ୍ୟାଚ୍ ପରେ ଧୋନିଙ୍କ ର ଏହି ଖେଳାଳି ସର୍ବସାଧାରଣ ରେ କରିଥିଲେ ପ୍ରପୋଜ

ନୂଆଦିଲ୍ଲୀ : ଚେନ୍ନାଇ ସୁପର୍ କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳା ଯାଇଥିବା ୫୩ତମ ସଂସ୍କରଣ ମ୍ୟାଚ୍ ରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଦୀପକ୍ ଚାହର । ଦୀପକ୍ ଚାହର ଏହି ମ୍ୟାଚ୍ ପରେ ଷ୍ଟାଣ୍ଡସ ରେ ନିଜର ଗାର୍ଲ୍ ଫ୍ରେଣ୍ଡ୍ ଙ୍କୁ ପ୍ରପୋଜ୍ କରିଥିଲେ । ଏହି ସମୟ ଟି ଖୁବ୍ ଭାବ ବିହ୍ବଳ ହୋଇଥିଲା । ଝିଅ ଟି ତାଙ୍କ ପ୍ରାପୋଜ୍ କୁ ଆକ୍ସେପ୍ଟ ମଧ୍ୟ କରିଥିଲେ ।
ସାରା ବିଶ୍ବ ଏହାକୁ ଲାଇଭ ଦେଖି ଥିଲା । ଏହି ସମୟ ଟି ଏଥିପାଇଁ ଖାସ୍ ଥିଲା କାରଣ ଏହି ଅଜଣା ଝିଅଟି ଦୀପକ୍ ଙ୍କ ର ଏହି ପ୍ରାପୋଜ କୁ ଗ୍ରହଣ କରିଥିଲେ । ବର୍ତ୍ତମାନ୍ ସୁଧା ଏହି ଝିଅଟି କିଏ ଜଣା ପଡୁନାହିଁ । ଦୀପକ୍ ଯେଉଁ ଝିଅଟିକୁ ପ୍ରପୋକ କରିଥିଲେ ସେ କଳା ରଙ୍ଗର ବସ୍ତ୍ର ପିନ୍ଧିଥିଲେ ।
ଟୁଇଟର ରେ ଅନେକ ଲୋକ ଦୀପକ୍ ଙ୍କୁ ଅଭିବାଦନ ଜଣାଇ ଛନ୍ତି ।
Shares