Odisha news

ହୃଦଘାତ ରେ ଶିକ୍ଷୟତ୍ରୀ ଙ୍କ ପରଲୋକ

0

ଦଶପଲ୍ଲା ୨୨/୧ : ଦଶପଲ୍ଲା ବ୍ଲକ ବାଙ୍କତଇଳା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସଂଯୁକ୍ତା ବିଶ୍ଵାଳ ଙ୍କ ହୃଦ୍ ଘାତ୍ ରେ ମୃତ୍ୟୁ ହୋଇଛି । ତାଙ୍କର ମୃତ ଖବର ଜଣା ପଡ଼ିବା ପରେ ଶିକ୍ଷକ ମାନଙ୍କ ମଧ୍ୟରେ ଶୋକର୍ ଛାୟା ଖେଳି ଯାଇଛି । ସେ ଗତ କିଛିଦିନ ଧରି ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସମୟ ରେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କଘର ଦଶପଲ୍ଲା ବ୍ଲକ ଟାକରା ଗ୍ରାମରେ । ଶିକ୍ଷୟତ୍ରୀ ଙ୍କ ମୃତ ଖବର ଜଣାପଡିବା ପରେ ଦଶପଲ୍ଲା ଏଲୀମେଣ୍ଟାରି ଆସୋଷେଶନ ପକ୍ଷରୁ ସଭାପତି ଜୟନାରାୟଣ ମିଶ୍ର ଙ୍କ ନେତୃତ୍ୱରେ ଏକ ଶୋକସଭା ସ୍ଥାନୀୟ ବାରପୁରିକିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।

Nalco
Leave A Reply