Odisha news

ବାଇକ୍ – କାର୍ ଧକ୍କା : ଦୁଇ ଆହାତ

0
ଦଶପଲ୍ଲା  : ବାଣୀଗୋଛା ଥାନା ଅନ୍ତର୍ଗତ  ଜାମୁସାହି ନିକଟ ବାଣିବିରି ଘାଟି ଠାରେ ଏକ ବାଇକ୍ ସହ କାର୍ ଧକ୍କା ହେବା ଫଳରେ ବାଇକ ରେ ବସିଥିବା ଦୁଇ ଜଣ ଆହାତ ହୋଇଛନ୍ତି। ବାଇକ କୁ ଧକ୍କା ଦେବା ପରେ  କାର ଟି ରାସ୍ତାକଡ଼ ରେ ଥିବା ଗାର୍ଡ ୱାଲ୍  ରେ ମାଡ଼ ହୋଇ ଓଲଟି ପଡ଼ିଥିଲା। ଖବର ପାଇ  ବାଣୀଗୋଛା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତ ଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି ।
Nalco
Leave A Reply