କଟକ ଟାଙ୍ଗୀ ଠାରେ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା ରାଜ୍ୟ By Sakala Khabar On Sep 22, 2022 0 Share କଟକ ଟାଙ୍ଗୀ ଠାରେ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା।ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ଚଢ଼ାଉ କରିବା ବେଳେ ବାହାରିଲା ବିପୁଳ ପରିମାଣର ରୁପା ଇଟା । ବିପୁଳ ପରିମାଣର ରୁପା ଇଟା ସହ ୧୪ଲକ୍ଷ ଟଙ୍କା ଜବତ। 0 Share