ତା – ୧୫/୮/୨୦୨୦ : ଆଜି ୭୪ତମ ସ୍ୱାଧୀନତା ଦିବସ ଅବସରରେ କଟକ କ୍ରିମନାଲ କୋର୍ଟ ବାର ଆସୋସିଏସନ ଚେୟାରମ୍ୟାନ ବରିଷ୍ଠ ଆଇନଜୀବୀ ରଞ୍ଜିତ କେଶରୀ ରାୟ ଆସୋସିଏସନର ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ପାଳନ କରାଯାଇ ସୀମିତ ସଦସ୍ୟ ମଧ୍ୟରେ ସମ୍ପାଦକ ଅରୁଣ କୁମାର ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ପଟ୍ଟନାୟକ, ଧୁର୍ବ ଚନ୍ଦ୍ର ରାଉତ, ବାଦଲ କୁମାର ରାୟ, ସୁବାସ ଚନ୍ଦ୍ର ମହାନ୍ତି, ଶିଶିର କୁମାର ନାୟକ ସୁଶୀଲ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
