କୋଭିଡି ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇଁବା ଉଦେ୍ଦଶ୍ୟରେ ଭି.ଏସ୍.ଏସ୍. ନଗର ଦୁର୍ଗାପୂଜା ମଣ୍ଡପରେ ଉତ୍କଳ ସମ୍ମିଳନୀ, ଭି.ଏସ୍.ଏସ୍. ନଗର ଦୁର୍ଗାପୂଜା ସମିତି, ବରିଷ୍ଠ ନାଗରିକ ମଞ୍ଚ ଓ ଉନ୍ନୟନ ପରିଷଦ ପକ୍ଷରୁ ଆଜି ସନ୍ଧ୍ୟା ୫.୩୦ ମିନିଟ ସମୟରେ ସାମୁହିକ ଭାବେ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ଗାନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପୁର୍ବତନ କରପୋରେଟର ରଶ୍ମିତା ମହାନ୍ତି, ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ତଥା ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା, ଉପଦେଷ୍ଟା ନିରଞ୍ଜନ ଦାଶ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁନ୍ଧି, ଦୁର୍ଗାପୂଜା ସମିତିର ସଭାପତି ଆର୍ତ୍ତତ୍ରାଣ ଦଳାଇ, ଉପ-ସଭାପତି ନିମାଇଁ ଦାସ ଓ ସାଧାରଣ ସମ୍ପାଦକ ଶିତଳ ଚନ୍ଦ୍ର ମହାନ୍ତି,ଉପଦେଷ୍ଟା କାଳନ୍ଦି ସ୍ୱାଇଁ, ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ସୁରେଶ କୁମାର କର, ଉନ୍ନୟନ ପରିଷଦର କୋଷାଧକ୍ଷ ମହେଶ୍ୱର ବିଶ୍ୱାଳ,ଯୁଗ୍ମ-ସମ୍ପାଦକ ତ୍ରିଲୋଚନ ରଥ, ଇଂ. ନଳିନୀ କୁମାର ମହାନ୍ତି, ପ୍ରସନ୍ନ କୁମାର ରଥ, ମନୋଜ ସାହୁ, ସଂଞ୍ଜୟ କୁମାର ସ୍ୱାଇଁ, ଅଜୟ କୁମାର କାନୁନ୍ଗୋ, ଅକ୍ଷୟ ଜେଠୀ,ମୋହନ ହେମ୍ରମ,ନିରଞ୍ଜନ ପାତ୍ର, ଚିନ୍ତାମଣି ବାରିକ, ଓ ଭ୍ରମରବର ପ୍ରଧାନଙ୍କ ସହିତ ବହୁ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇ ଗାନ କରିଥିଲେ ।