Odisha news

କୋଭିଡ-୧୯ ମୃତ୍ୟୁ : ବିଶେଷଜ୍ଞ ମାନଙ୍କ ମତରେ ସୂର୍ଯ୍ୟଙ୍କ କିରଣ ମୃତ୍ୟୁ ସଂଖ୍ୟାକୁ କମ କରିବାର କାରଣ ହୋଇପାରେ

0

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ବର୍ତ୍ତମାନ ମଧ୍ୟ ଅନେକ ତଥ୍ୟ ରହିଛି ଗବେଷକ ମାନେ ଏ ବିଷୟରେ ମତ ଦେଇଛନ୍ତି ଓ କହିଛନ୍ତି ଯେ ସୂର୍ଯ୍ୟଙ୍କ କିରଣ ସମ୍ପର୍ଷରେ ଆସିଲେ ବିଶେଷ ଭାବରେ କାରୋନା ମହାମାରୀର ମୃତ୍ୟୁ ଦରକୁ ରୋକାଯାଇ ପାରିବ,ନିକଟରେ ହୋଇଥିବା ଏକ ଗବେଷଣାରୁ ସୂର୍ଯ୍ୟଙ୍କ କିରଣ ଯେଉଁ ସବୁ କ୍ଷେତ୍ରରେ ରହୁଛି ସେଠାରେ କମ ମୃତ୍ୟୁ ଘଟୁଛି । ଏଡେନବର୍ଗ ବିଶ୍ଵବିଦ୍ୟାଳୟର ଗବେଷକ ମାନେ ଜାନୁଆରୀରୁ ଅପ୍ରେଲ ମାସ ୨୦୨୦ ମଧ୍ୟରେ ମହଦ୍ୱିପର ହୋଇଥିବା ମୃତ୍ୟୁ ତୁଳନାରେ UV ସମୟ ସହିତ ୨୪୭୪ ଆମେରିକୀୟ ସମାନ ସମୟ ଅବଧି ପାଇଁ ଗଣନା କରାଯାଇଥିଲା ।

ଗବେଷଣାରେ ମିଳିଲା ଯେ UVA କିରଣ ସମ୍ପର୍କରେ ଉଚ୍ଚତମ ସ୍ତର ଅଞ୍ଚଳରେ ରହୁଥିବା ଲୋକ ମାନଙ୍କର,ଯେଉଁମାନେ ସୂର୍ଯ୍ୟଙ୍କର UV ପ୍ରକାଶ ସହିତ ୯୫ ପ୍ରତିଶତ ଜଡ଼ିତ ରହୁଛନ୍ତି ସେମାନଙ୍କ ପାଇଁ କରୋନା ରେ ମାରିବାର ବିପଦ କମ ରହିଥିଲା ,ଯାହା ତଳ ସ୍ତରର ଲୋକ ମାନଙ୍କର ତୁଳନାରେ ଦେଖିବାକୁ ମିଳିଥିଲା ।

ସେହିି ପରିଣାମ ସହିତ ଇଂଲଣ୍ଡ ଓ ଇଟାଲୀରେ ଦୋହରା ଯାଇଥିଲା । ଗବେଷକ ମାନେ ବୟସ,ଜାତୀୟତା,ସାମାଜିକ ଆର୍ଥିକ ସ୍ଥିତି,ଜନ୍ମ ସଂଖ୍ୟା ଘନତ୍ଵ ଆଦି ବିଭିନ୍ନ କରକଙ୍କୁ ଧ୍ୟାନରେ ରଖି କହିଥିଲେ ଯେ କାରୋନା ମୃତ୍ୟୁ ସଂଖ୍ୟା ବିପଦରେ କମ କରାଯାଇ ପାରିବ ଯେତେବେଳେ ଉଚ୍ଚସ୍ତରର ଭିଟାମିନ- ବି ସ୍ପଷ୍ଟ କରାଯାଇ ପାରିବ ନାହିଁ । କେବଳ ଶରୀରରେ ମହତ୍ତ୍ୱପୂର୍ଣ୍ଣ ଭିଟାମିନ- ବି ର ଉତ୍ପାଦନ କରିବା ପାଇଁ UVV ର ଅପର୍ଜାତ ସ୍ତର ଥିବା ଅଞ୍ଚଳକୁ ବ୍ରିଟିଶ ଯାର୍ଣାଲ ଅଫ ଡର୍ମଟୋଲୋଯିରେ ପ୍ରକାଶିତ ଅଧୟନରେ ସାମିଲ କରାଯାଇଥିଲା ।

କେଉଁ ବିଷୟ ଉପରେ ବିଚାର କରଯାଇଥିଲା ? – ଗବେଷକ ମାନେ ଅଭଳି ବିଷୟକୁ ଧ୍ୟାନରେ ରଖିଲେ ଯାହା ଭରସ୍ ର ବଢିବା ବିପଦକୁ ଓ ମୃତ୍ୟୁର ବିପଦକୁ ଜନସଂଖ୍ୟା ଘନତ୍ଵ, ବାୟୁ ପ୍ରଦୂଷଣ ,ତାପମାତ୍ରା ଓ ସ୍ଥାନୀୟ କେତ୍ରରେ ସଂକ୍ରମଣ ସ୍ତର ସହିତ ଯୋଡ଼ିଥିଲେ । ଏଥିରେ ମଧ୍ୟ ବୟସ ,ଜାତୀୟତା,ସାମାଜିକ ଓ ଆର୍ଥିକ ସ୍ଥିତି ଯୋଡ଼ା ଯାଇଥିଲା ।
ମୃତ୍ୟୁର କମ ସଂଖ୍ୟା ପାଇଁ ଗୋଟିଏ ସ୍ପଷ୍ଟିକରଣ ଯାହାକୁ ସୋଧକର୍ତା ଅନୁସରଣ କରିଛନ୍ତି,ତାହା ସୂର୍ଯ୍ୟଙ୍କ ପ୍ରକାଶରେ ଆସିବା ଦ୍ବାରା ଶରୀର ନାଇଟ୍ରିକ୍ ଅକ୍ସାଇଡ୍ ଛାଡ଼ି ଥାଏ । ଯାହା କରୋନ ମହାମାରୀର ଦ୍ୱିତୀୟ ଲହରିକୁ କମ କରି ପରେ,ଯେଭଳି କି କିଛି ପ୍ରୟୋଗ ଶାଳାରେ ଗବେଷଣାରେ ଜଣା ପଡ଼ିଛି ।

ଏହିି ଅଧ୍ୟୟନ ଅନୁସାରେ ସୂର୍ଯ୍ୟଙ୍କ କିରଣ ସମ୍ପର୍ଷରେ ଆସିବା ଦ୍ବାରା ହୃଦୟ ସ୍ବାସ୍ଥ୍ୟରେ ସୁଧାର,ନିମ୍ନ ରକ୍ତଚାପ ଓ କମ ହୃଦଘତ ଯୋଡ଼ି ହୋଇଛି । କାରଣ ହୃଦଘାତ ଜନିତ ରୋଗ କୋରୋନା ମହାମାରୀର ଗୋଟିଏ କାରଣ ଅଟେ ,ଏହା ବୁଝିବା ଆବଶ୍ୟକ ।

ଏହି ଗବେଷକ ଦଳଙ୍କ ଅଧୟନର ଅବଲୋକନ କରି ପ୍ରକୃତିର କାରଣ ଓ ପ୍ରଭାବକୁ ସ୍ଥାପିତ କରିବା ସମ୍ଭବ ନୁହେଁ । ଏହା ସେହି ହସ୍ତକ୍ଷେପକୁ ଜନ୍ମ ଦେଇଥାଏ ଯାହା ସମ୍ଭାବିତ ଉପଚାର ଭାବରେ ପରୀକ୍ଷଣ କରାଯାଇ ପରେ । ଏହି ଅଧୟନକୁ ବ୍ରିଟିଶ୍ ଜର୍ଣାଲ୍ ଅଫ ଡର୍ମାଟୋଲୋଯି ରେ ପ୍ରକାଶିତ କରାଯାଇଛି , ଯାହା ବ୍ରିଟିଶ୍ ଆସୋସିଏସନ୍ ର ଗୋଟିଏ ଅଧିକାରୀକ ପ୍ରକାଶକ ଅଟେ ।

IEC 2 years
Leave A Reply