ଭାରତରେ ୮୭୮୨୫୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,୫୫୩୪୭୦ ଜଣ ସୁସ୍ଥ ,୨୩୧୭୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଜୁଲାଇ ୧୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୮୭୮୨୫୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୩୧୭୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୮, ୭୦୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୬୦୯ ରହିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୨୮ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୩୫ ଜଣ, ବିହାରରେ ୧୪୩ ଜଣ, ଚଣ୍ଡିଗଡ଼ରେ ୮ ଜଣ, ଛତିଶଗଡ଼ରେ ୧୯ ଜଣ, ଦିଲ୍ଲୀରେ ୩୩୭୧ ଜଣ, ଗୋଆରେ ୧୪ ଜଣ, ଗୁଜରାଟରେ ୨୦୪୫ ଜଣ, ହରିୟାଣାରେ ୩୦୧ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୭୯ ଜଣ, ଝାଡ଼ଖଣ୍ଡରେ ୩୦ ଜଣ, କର୍ଣ୍ଣାଟକରେ ୬୮୪ ଜଣ, କେରଳରେ ୩୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୫୩ ଜଣ, ମହାରାଷ୍ଟ୍ରରେ ୧୦୨୮୯ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୬୪ ଜଣ, ପୁଦ୍ଦୁଚେରୀରେ ୧୮ ଜଣ, ପଞ୍ଜାବରେ ୧୯୯ ଜଣ, ରାଜସ୍ଥାନରେ ୫୧୦ ଜଣ, ତାମିଲନାଡୁରେ ୧୯୬୬ ଜଣ, ତେଲେଙ୍ଗାନାରେ ୩୫୬ ଜଣ, ତ୍ରିପୁରାରେ ୨ ଜଣ, ଉତ୍ତରାଖଣ୍ଡରେ ୪୭ ଜଣ, ଉତ୍ତରପ୍ରଦେଶରେ ୯୩୪ ଜଣ ଏବଂ ପଶ୍ଚମବଙ୍ଗରେ ୯୩୨ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୬୩), ଆନ୍ଧ୍ରପ୍ରଦେଶ (୨୯୧୬୮), ଅରୁଣାଚଳ ପ୍ରଦେଶ (୩୫୯), ଆସାମ (୧୬୦୭୧), ବିହାର (୧୬୬୪୨), ଚଣ୍ଡିଗଡ଼ (୫୫୯), ଛତିଶଗଡ଼ (୪୦୫୯), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୭୯), ଦିଲ୍ଲୀ (୧୧୨୪୯୪), ଗୋଆ (୨୪୫୩), ଗୁଜରାଟ (୪୧୮୨୦), ହରିୟାଣା (୨୧୨୪୦), ହିମାଚଳ ପ୍ରଦେଶ (୧୨୧୩), ଜମ୍ମୁ ଓ କଶ୍ମୀର (୧୦୫୧୩), ଝାଡ଼ଖଣ୍ଡ (୩୭୫୬) କର୍ଣ୍ଣାଟକ (୩୮୮୪୩), କେରଳ (୭୮୭୩), ଲଦାଖ (୧୦୮୬), ମଧ୍ୟପ୍ରଦେଶ (୧୭୬୩୨), ମହାରାଷ୍ଟ୍ର (୨୫୪୪୨୭), ମଣିପୁର (୧୭୬୩୨), ମେଘାଳୟ (୩୦୬), ମିଜୋରାମ (୨୩୧), ନାଗାଲାଣ୍ଡ (୭୭୪), ଓଡ଼ିଶା (୧୩୧୨୧), ପୁଦ୍ଦୁଚେରୀ (୧୪୧୮), ପଞ୍ଜାବ (୭୮୨୧), ରାଜସ୍ଥାନ (୨୪୩୯୨), ସିକିମ୍ (୧୫୩), ତାମିଲନାଡୁ (୧୩୮୪୭୦), ତେଲେଙ୍ଗାନା (୩୪୬୭୧), ତ୍ରିପୁରା (୨୦୫୪), ଉତ୍ତରାଖଣ୍ଡ (୩୫୩୭), ଉତ୍ତରପ୍ରଦେଶ (୩୬୪୭୬) ଓ ପଶ୍ଚିମବଙ୍ଗ (୩୦୦୧୩) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୯୩), ଆନ୍ଧ୍ରପ୍ରଦେଶ (୧୫୪୧୨), ଅରୁଣାଚଳ ପ୍ରଦେଶ (୧୩୮), ଆସାମ (୧୦୪୨୬), ବିହାର (୧୧୪୯୮), ଚଣ୍ଡିଗଡ଼ (୪୧୭), ଛତିଶଗଡ଼ (୩୧୫୩), ଦାଦର ନଗର ହାୱେଲି (୨୪୫), ଦିଲ୍ଲୀ (୮୯୯୬୮), ଗୋଆ (୧୪୮୭), ଗୁଜରାଟ (୨୯୧୬୨), ହରିୟାଣା (୧୫୯୮୩), ହିମାଚଳ ପ୍ରଦେଶ (୯୨୯), ଜମ୍ମୁ ଓ କଶ୍ମୀର (୫୯୭୯), ଝାଡ଼ଖଣ୍ଡ (୨୩୦୮), କର୍ଣ୍ଣାଟକ (୧୫୪୦୯), କେରଳ (୪୦୯୫), ଲଦାଖ (୯୨୮), ମଧ୍ୟପ୍ରଦେଶ (୧୨୮୭୬), ମହାରାଷ୍ଟ୍ର (୧୪୦୩୨୫), ମଣିପୁର (୮୯୬), ମେଘାଳୟ (୬୬), ମିଜୋରାମ (୧୫୦) ନାଗାଲାଣ୍ଡ୍ (୩୨୭), ଓଡ଼ିଶା (୮୭୫୦), ପୁଦ୍ଦୁଚେରୀ (୭୩୯), ପଞ୍ଜାବ (୫୩୯୨), ରାଜସ୍ଥାନ (୧୮୧୦୩), ସିକିମ୍ (୮୧), ତାମିଲନାଡୁ (୮୯୫୩୨), ତେଲେଙ୍ଗାନା (୨୨୪୮୨), ତ୍ରିପୁରା (୧୪୨୧), ଉତ୍ତରାଖଣ୍ଡ (୨୭୮୬), ଉତ୍ତରପ୍ରଦେଶ (୨୩୩୩୪) ଓ ପଶ୍ଚିମବଙ୍ଗ (୧୮୫୮୧) ।