Odisha news

ଭଦ୍ରକ ଜିଲ୍ଳା : ଆଜି ନଅଟା ସୁଦ୍ଧା ଆଉ ୮୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା୨୪୧୯, ଜଣେ ମୃତ

0

ଭଦ୍ରକ :ଭଦ୍ରକ ଜିଲ୍ଲାରୁ ଆଜି ୮୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୩ଜଣ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି । ଆଜି ପଯର୍‍ୟନ୍ତ ୪୪ ହଜାର ୯ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୨୪୧୯ରେ ।ସୁସ୍ଥଙ୍କ ସଂଖ୍ୟ ପହଞ୍ଚିଛି ୧୬୬୨ରେ । ଏବେ ଆକଫିଭ ଅଛନ୍ତି ୭୫୦ଜଣ । ତେବେ ମୃତୁ୍ୟ ସଂଖ୍ୟାରେ ଆଉ ୧ ବୃଦ୍ଧି ହୋଇ ଏବେ ସଂଖ୍ୟା ପହଞ୍ଚିଲା ୭ରେ । ଚିହ୍ନଟ ଆକ୍ରାନ୍ତମାନେ ବାସୁଦେବପୁର ବ୍ଳକରୁ ୪, ବାସୁଦେବପୁର ପୌରପାଳିକାରୁ ୩, ଭଦ୍ରକରୁ ୯, ଭଦ୍ରକ ପୌରପାଳିକାରୁ ୪, ବନ୍ତରୁ ୯, ଭଣ୍ଡାରିପୋଖରୀରୁ ୨୯, ଚାନ୍ଦବାଲିରୁ ୫, ଚାନ୍ଦବାଲି ଏନ୍‍ଏସିରୁ ୩, ଧାମନଗର ବ୍ଲକରୁ ୬, ଧାମନଗର ଏନ୍‍ଏସିରୁ ୪, ତିହିଡିରୁ ୫ ଓ ଅନ୍ୟ ଜିଲ୍ଲାରୁ ୧ ।

ଏମାନଙ୍କ ମଧ୍ୟରେ ଭଦ୍ରକ ବ୍ଳକ ଅର୍ଣ୍ଣପାଳ ପଞ୍ଚାୟତର ଜଣେ ଆକ୍ରାନ୍ତ ଭୁବନେଶ୍ୱର ଏମ୍‍ସ ହସ୍ପିଟାଲରୁ ଚିିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବ୍ଳକର କୋରକୋରା ପଞ୍ଚାୟତରୁ ୩, ଅେ„ଇପଲ୍ଲୀରୁ ୩, ଆହାରପଦାରୁ ଜଣେ, ଗୋପାଳବିନ୍ଦାରୁ ଜଣେ, ଚରମ୍ପା ପଞ୍ଚାୟତରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ପଞ୍ଚାୟତରୁ ୨୧ଜଣ, ସାନଶାସନ ପଞ୍ଚୟତରୁ ୭, ରହଣିଆରୁ ଜଣେ, ବନ୍ତ ବ୍ଲକ ବଡମହିଷିଗୋଠ ପଞ୍ଚାୟତରୁ ଜଣେ, ପୁରୁଷ„ରୁ ୩, ଷେ„ତୀରାରୁ ୩ଜଣ, ଗଣିଜାଙ୍ଗରୁ ଜଣେ, ଚାନ୍ଦବାଲି ବ୍ଳକ ଭୁଇଁବୃତ୍ତି ପଞ୍ଚାୟତରୁ ଜଣେ, ମତୋ ପଞ୍ଚାୟତରୁ ୨ଜଣ, ଧାମରା ପଞ୍ଚାୟତରୁ ଜଣେ, କଇଥଖୋଲାରୁ ଜଣେ, ଓଳଗରୁ ଜଣେ, ଚାନ୍ଦବାଲି ଏନ୍‍ଏସିର ହାଟପଟିରୁ ୩, ଧାମନଗର ବ୍ଲକର ଦକ୍ଷିଣବାଡ ପଞ୍ଚୟତରୁ ୩ଜଣ, ବୟାଙ୍ଗଡିହିରୁ ଜଣେ, ଚୂଡାକୁଟିରୁ ଜଣେ,ବନ୍ଦଟିଆରୁ ଜଣେ, ଧାମନଗର ଏନ୍‍ଏସିର ମୁନସିପାଟଣାରୁ ଜଣେ, ଶ୍ୟାମପୁରରୁ ଜଣେ, ୯ ନଂ ଓ୍ୱାର୍ଡରୁ ଜଣେ, ତାଳପଦାରୁ ଜଣେ, ବାସୁଦେବପୁର ବ୍ଳକର ନରସିଂହପୁର ପଞ୍ଚାୟତରୁ ଜଣେ, ଜଗନ୍ନାଥପୁର ପଞ୍ଚାୟତରୁ ଜଣେ, ସାନକୃଷ୍ଣପୁରରୁ ଜଣେ, ବରଣ୍ଡୁଆରୁ ଜଣେ, ବାସୁଦେବପୁର ପୌରପାଳିକାର ସାବରପୁରରୁ ଜଣେ, ମନ୍ଦାରୀରୁ ୨ଜଣ, ଭଦ୍ରକ ପୌରପାଳିକାର ୧୨ ନଂ ଓ୍ୱାର୍ଡରୁ ଜଣେ, ୪ ନଂ ଓ୍ୱାର୍ଡରୁ ୨, ୧୧ ନଂ ଓ୍ୱାର୍ଡରୁ ଜଣେ, ତିହିଡି ବ୍ଲକର ଭାଟପଡା ପଞ୍ଚାୟତରୁ ୨ଜଣ, ତଳଗୋପବିନ୍ଧା ପଞ୍ଚାୟତରୁ ଜଣେ, ସାହାପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ରଟିଣା ଅଞ୍ଚଳରୁ ଜଣେ ଆକ୍ରାନ୍ତ ‘ିହ୍ନଟ ହୋଇଛନ୍ତି ।

Leave A Reply