Odisha news

କାହିଁକି ବାରମ୍ବାର ଫେରୁଛି କରୋନା ର ନୂଆ ଲହର ? କଣ କହୁଛି ରିସର୍ଚ୍ଚ ?

0

କାହିଁକି ବାରମ୍ବାର ଫେରୁଛି କରୋନା : କଣ କହୁଛି ରିସର୍ଚ୍ଚ ଯେତେବେଳେ କୋଭିଡ -19 ୨୦୧୯ ରେ ପ୍ରଥମ ଥର ଆସିଥିଲା, ସେତେବେଳେ କେହି ଭାବିନଥିଲେ କି ଆମ ଜୀବନ ଏତେ ବଦଳିଯିବ, ପୁଣି ପାଖାପାଖି ୫ବର୍ଷ ପରେ ଆମେ ଭାବୁଥିଲେ ସବୁକିଛି ଠିକ ହୋଇଯାଇଛି, କିନ୍ତୁ ପୁନର୍ବାର ଏହା ଗୋଟିଏ ନୂଆ ରୂପରେ ଫେରିଛି, , ବର୍ତମାନ ଏହି ମହାମାରୀ ଆଉ ଗୋଟିଏ ରୂପରେ ଆସି ଆମକୁ ସତର୍କ କରିଦେଇଛି l

କିନ୍ତୁ ଏହି କଥାକୁ ଧ୍ୟାନ ଦେବା ମଧ୍ୟ ଜରୁରୀ ଯେ କାହିଁକି ଏହି ମହାମାରୀ ବାରମ୍ବାର ଫେରୁଛି, କଣ କହୁଛି ଏହାକୁ ନେଇ ରିସର୍ଚ୍ଚ ? ଏବଂ ଏହି ମହାମାରୀ ର ପ୍ରତ୍ୟେକ ରୂପ ମାନବ ସମାଜ କୁ କାହିଁକି କରୁଛି ସତର୍କ ?

କାହିଁକି ବାରମ୍ବାର  ଫେରୁଛି କରୋନା ?
କୋଭିଡ -19 ଭାଇରସ ମୀଯୁଟେସନ କରିଥାଏ, ସେଥିପାଇଁ ଏହା ବାରମ୍ବାର ନୂଆ ନୂଆ ରୂପରେ ଫେରି ଆସିଥାଏ, ସମୟ ସହିତ ଭାଇରସ ନୂଆ ନୂଆ ରୂପ ଯେପରି JN .1, NB .1.8.1 ଓ LF .7 ମଧ୍ୟ ସାମ୍ନାକୁ ଆସୁଛି , ଏହି ନୂଆ ଭାରୀଏଣ୍ଟ ଖୁବ ଶୀଘ୍ର ବ୍ୟାପିଥାଏ, ଏବଂ ପୂର୍ବରୁ ହୋଇଥିବା ସଂକ୍ରମଣ କିମ୍ବା ଭିଆକ୍ସିନ ଦ୍ୱାରା ଶରୀରରେ ଥିବା ଇମ୍ୟୁନିଟି ଦ୍ୱାରା ମଧ୍ୟ ହରାଇ ପାରିବା , କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ସୋସିଆଲ ଡିଷ୍ଟାନ୍ସ ନରଖିବା, ମାସ୍କ ନପିନ୍ଧିବା , ମଣିଷ ଶରୀରରେ ଇମ୍ୟୁନିଟି ହ୍ରାସ , ହେଉଛି କରୋନା ବାରମ୍ବାର ବ୍ୟାପି ବାର କାରଣ l

କୋଭିଡ଼ ଫେରିବାର ହେଉଛି ଏହିସବୁ କାରଣ –
– ଭାଇରସ ସମୟ ସହିତ ଫେରିଥାଏ ନୂଆ ରୂପରେ , ନୂଆ ଭରିଏଣ୍ଟ ଦ୍ରୁତ ବେଗରେ ବ୍ୟାପିଥାଏ ଓ ଇମ୍ୟୁନିଟି ନଷ୍ଟ ହୋଇଥାଏ l
– ଯେଉଁ ମାନେ ପ୍ରଥମେ ସଂକ୍ରମିତ ହୋଇଛନ୍ତି ଓ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନଙ୍କ ଇମ୍ୟୁନିଟି ଶୀଘ୍ର ଦୁର୍ବଳ ହଵାଥାଏ l ଯେଉଁ ମାନଙ୍କର ଇମ୍ୟୁନିଟି ଦୁର୍ବଳ ସେମାନେ କୋଭିଡ଼ ରେ ପୀଡିତ ହୋଇପାରନ୍ତି l

– କଦାପି ଭୁଲନ୍ତୁ ନାହିଁ ଯେ କୋଭିଡ଼ 19 ବର୍ତମାନ ମଧ୍ୟ ଗୋଟିଏ ବିପଦ , ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ଜରୁରୀ l

ଯଦି ଥଣ୍ଡା ଜ୍ୱର ରେ ପୀଡିତ ହେଉଛନ୍ତି ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l ଭିଡ଼ ସ୍ଥାନ କୁ ଯାଆନ୍ତୁ ନାହିଁ l ନିୟମିତ ମାସ୍କ ପିନ୍ଧନ୍ତୁ l

Leave A Reply