Odisha news

ଇମୁ୍ୟନିଟି ବଢ଼ାଏ ଚ୍ୟବନପ୍ରାସ

0

ଚ୍ୟବନପ୍ରାସ ଅନେକ ଆୟୁର୍ବେଦୀୟ ଔଷଧର ଏକ ମିଶ୍ରଣ । ଏଥିରେ ମହଜୁଦ ଔଷଧ ବିଭିନ୍ନ ସଂକ୍ରମଣ ଓ ଜୀବାଣୁରୁ ରକ୍ଷା କରିଥାଏ । ତେଣୁ କରୋନା କାଳରେ ଚ ୍ୟ ବ ନ ପ ୍ର । ସେ ସ ବ ନ ଉ ପ କ । ର ୀ ହୋଇପାରେ । ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହ ଭାଇରସ୍‌ ସହ ଲଢ଼ିବାକୁ ଶକ୍ତି ଦେଇଥାଏ । ଏଥିରେ ଅତିକମ୍‌ରେ ୩୬ଟି ଜଡ଼ିବୁଟିର ଉପଯୋଗ କରାଯାଏ । ଏଥିରେ ଅଁଳା, ବ୍ରାହ୍ମୀ ଆଦି ଆୟୁର୍ବେଦିକ ଔଷଧ ରହିଛି । ଏହା ଶ୍ୱସନ ସମ୍ବନ୍ଧିତ ସଂକ୍ରମଣକୁ ରୋକି ଫୁସ୍‌ଫୁସ୍‌ କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିଥାଏ । ଥଣ୍ଡା, କାଶ ଆଦି ସମସ୍ୟା ଥିବା ବ୍ୟକ୍ତି ଚ୍ୟବନପ୍ରାସ ସେବନ କରିବା ଉଚିତ । ଏଥିରେ ମହଜୁଦ ପୋଷକ ତତ୍ତ୍ୱ ଶରୀରକୁ ମଜଭୁତ କରିଥାଏ ।

Leave A Reply