ଭୁବନେଶ୍ୱର,୧୧ ସେପ୍ଟେମ୍ବର – ଅକ୍ଟୋବର ମାସରୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିପାରେ । ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ କହିଛନ୍ତି ଯେ ଅକ୍ଟୋବର ପ୍ରଥମ ସପ୍ତାହରୁ ପ୍ରାଣୀ ଉଦ୍ୟାନ୍ ଖୋଲିବାକୁ ବିଚାର କରାଯାଇଛି । ତେବେ କେବେ ଖାଲିବ ଏବଂ କୋଭିଡ୍ କଟକଣା ମାନି କେତେ ସଂଖ୍ୟକ ପର୍ଯ୍ୟଟକ ଏକସଙ୍ଗେ ଯାଇପାରିବେ ସେ ସସମ୍ପର୍କରେ ବିଚାର ବିମର୍ଷ ଚାଲିଛି । ଉଲ୍ଲେଖ୍ୟଯୋଗ୍ୟଯେ କରୋନା ସଂକ୍ରମଣ ଯୋଗୁଁ ,ଗତ ମାର୍ଚ୍ଚ ୧୫ ତାରିଖ ଠାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here