Odisha news

ଶରୀର ରୁ ଏକଷ୍ଟ୍ରା ଚର୍ବି କୁ ହ୍ରାସ କରିଥାଏ ଏହି ଗୋଟିଏ ଜିନିଷ , ନିୟମିତ ରାତିରେ ଉଷୁମ ପାଣି ସହିତ କରନ୍ତୁ ସେବନ

0

ଆଜିକାଲି ଓଜନ ବୃଦ୍ଧି ଗୋଟିଏ ସାଧାରଣ ସମସ୍ୟା ହୋଇ ଯାଇଛି l ଯାହାକୁ ନେଇ ସମସ୍ତେ ପ୍ରାୟ ଚିନ୍ତିତ l ଏହି ସମସ୍ୟା ଏଥିପାଇଁ ଦେଖା ଦେଇଥାଏ କାହିଁକି ନା ମଣିଷ ର ଖାଇବା ଶୈଳୀ ଓ ଜୀବନ ଚର୍ଯ୍ୟା ବିଶେଷ ଭାବେ ଦାୟୀ ହୋଇଥାଏ l

ଯାହାକୁ ନେଇ ଆମେ ନିଜ ଖାଦ୍ୟ ପେୟ ଠାରୁ ନେଇ ଅନେକ କିଛି ଜୀବନ ରେ ପରିବର୍ତ୍ତନ କରିଥାଉ l କିନ୍ତୁ ଏଭଳି ଗୋଟିଏ ଜିନିଷ ରହିଛି ଯାହାକୁ ଆମେ ନିଜ ରାତ୍ରି ସମୟ ର ପାନୀୟ ରେ ଶାମିଲ କରି ଓଜନ ହ୍ରାସ କରିପାରିବା l

ଓଜନ ହ୍ରାସ ପାଇଁ କଣ କରିବା ଜରୁରୀ ? –
ଯଦି ଆପଣଙ୍କର ମଧ୍ୟ ଖୁବ ଦ୍ରୁତ ଗତିରେ ଓଜନ ବୃଦ୍ଧି ହେଉଛି ଏବଂ ଆପଣ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ ଡାଲିଚୀନ ପାଉଡର କୁ ଉଷୁମ ପାଣୀରେ ମିଶାଇ ସେବବ କରନ୍ତୁ l ରାତିରେ ଉଷୁମ ପାଣୀରେ ଡାଲିଚୀନ ପାଉଡର ମିଶାଇ ସେବନ କରିବା ଦ୍ୱାରା ମେଟାବୋଲିଯିମ ବୁଷ୍ଟ ହୋଇଥାଏ l ଏହାର ଆଣ୍ଟି ଇମ୍ଫଲାମେଟାରୀ ଗୁଣ ଓ ଆଣ୍ଟି ଆକ୍ସିଡାଣ୍ଟ ଗୁଣ ମଧ୍ୟ ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ l

* ପ୍ରତିଦିନ ରାତିରେ ଡାଲିଚୀନ ଉଷୁମ ପାଣୀରେ ସେବନ କରିବା ଦ୍ୱାରା ଓଜନ ଦ୍ରୁତ ଗତିରେ ହ୍ରାସ ହୋଇଥାଏ l

* ଡାଲିଚୀନ ପାଣି ଗ୍ୟାସ , ଏସିଡିଟି , ବାନ୍ତି ଓ ଖଟା ହେକୁଟି ସମସ୍ୟା କୁ ଦୂର କରିଥାଏ l

* ଡାଲିଚୀନ ପାଣି ପିଇବା ଦ୍ୱାରା ଶରୀର ଡିଟାକ୍ସ ହୋଇଥାଏ l ଶରୀର ର ବର୍ଜ୍ୟ ବସ୍ତୁ ବାହାରିବାରେ ସୁବିଧା ହୋଇଥାଏ l

* ଡାଲିଚୀନ ପାଣି ପିଇବା ଦ୍ୱାରା ଶରୀର ରେ ୟୁରିକ ଏସିଡ ସ୍ତର ହ୍ରାସ ହୋଇଥାଏ l

* ଡାଲିଚୀନ ପାଣି ଶରୀର ର ଏକଷ୍ଟ୍ରା ଚର୍ବି ହ୍ରାସ କରିବା ସହ ରକ୍ତ ଚାପ କୁ ମଧ୍ୟ ସନ୍ତୁଳନ ରଖିଥାଏ l

Leave A Reply