Odisha news

ବିଜେପି କଟକ ମହାନଗର ପକ୍ଷରୁ କରୋନା ସଚେତନତା ପଦଯାତ୍ରା

0
ବିଜେପି କଟକ ମହାନଗର ତରଫରୁ ୱାର୍ଡ ନଂ- ୨୪ ଓ ୨୭ ରେ କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏକ ସଚେତନତା ପଦଯାତ୍ରାରେ ଜନସାଧାରଙ୍କୁ ଅବଗତ କରାଇବା ସହିତ  କଟକ ମହାନଗର ନିଗମ ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିବା ସହିତ କୃତଜ୍ଞନ୍ତା ଜଣାଇଥିଲୁ ।
ଏହି କାର୍ଯ୍ୟକ୍ରମ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଶ୍ରୀ ଲିଙ୍ଗରାଜ ହାତୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି କଟକ ମହାନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ଗୋପାଳଜୀଉ ମଣ୍ଡଳ ସଭାପତି ଶ୍ରୀ ଦେବାନନ୍ଦ ସିଂ,ବିଶ୍ୱନାଥ ଜ୍ୟୋତକି, ପିଣ୍ଟୁ ମହାର,କାଳୀ ପ୍ରସାଦ ମହାନ୍ତି,ଚିଦାନନ୍ଦ ସିଂ,ପ୍ରଶାନ୍ତ ଜେନା,ଗଜେନ୍ଦ୍ର ମହାରଣା,ଶ୍ରୀବତ୍ସ ରାଉତ,ଶିବ ମହାରଣା,ସେନ୍ତାଲି ରାଓ,ବାପିନା ହାତୀ,କଲ୍ୟାଣି ମହାର,ମମତା ନନ୍ଦି,ସୁବାସ ମହାନ୍ତି,ପ୍ରଦୀପ ନନ୍ଦି,ଶ୍ରୀକାନ୍ତ ବେହେରା,ରବୀନ୍ଦ୍ର ଖଟେଇ ପ୍ରମୁଖ ଯୋଗଦେଇଥିଲେ  ।
Leave A Reply