Odisha news

ବିଜେଡି ଶିବିରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି : ଦମ୍ପତ୍ତିଙ୍କ ରକ୍ତଦାନକୁ ପ୍ରଶଂସା

0

ବେତନଟୀ : ଆଜି ବେତନଟୀ ଦମୟନ୍ତୀ ବିବାହ ମଣ୍ଡପରେ ବିଜେଡି ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଜିତେନ୍ଦ୍ର ମହାନ୍ତି ଏହାର ପୌରହିତ୍ୟ କରି ଥିଲେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ୱ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉସôାହିତ କରି ଥିଲେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗ ଦେଇ ଥିଲେ ଏହି ଶିବିରରେ ଯୁବ ନେତା ଜ୍ୟୋତିରଞ୍ଜନ ନାୟକ ତାଙ୍କ ଧର୍ମପନô ଜ୍ୟୋତିରେଖା ନାୟକ ରକ୍ତଦାନ କରି ଅତିଥି ମାନଙ୍କର ପ୍ରଶଂସାର ପାତ୍ର ହୋଇ ଥିଲେ ଯୁବ ନେତା ପ୍ରିୟବ୍ରତ ପଟ୍ଟନାୟକ, ଇଂ. ସୁଶାନ୍ତ କୁମାର ବଳା ପ୍ରମୁଖଙ୍କ ରକ୍ତଦାନ ବେଳେ ମନ୍ତ୍ରୀ ଉପସ୍ଥିତ ରହି ଉସôାହିତ କରି ଥିଲେ

ସମ୍ମାନୀତ ଅତିଥି ଭାବେ ପର୍ଯ୍ୟବେକ୍ଷକ ସୁବର୍ଣ୍ଣମଣ୍ୟମ ମହାନ୍ତି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବରିଷ୍ଠ ସନ୍ତୋଷ କୁମାର ଜେନା, ରାଜ୍ୟ ଯୁବ ଜନତା ଉପସଭାପତି ଲଲାଟେନ୍ଦୁ ବେହେରା, ମାନସ ଜେନା, ଯାମିନୀକାନ୍ତ ନାଏକ, ସୁନ୍ଦରମୋହନ ମହାନ୍ତ, ଅମର ସେଠୀ, ଭବାନୀଶଙ୍କର ମିଶ୍ର, ସୁବୋଧ ମିଶ୍ର, ସଂଯୁକ୍ତା ପାତ୍ର, କାବେରୀ ବେହେରା, ଶାନ୍ତିଲତା ରାଉତ, ଭାଗ୍ୟବତୀ ମହାନ୍ତ, ସ୍ୱରୂପ ତି୍ରପାଠୀ, ଲକ୍ଷ୍ମୀକାନ୍ତ ମହାନ୍ତ, ଡମ୍ବରୁ ମହାନ୍ତ ବହୁ କର୍ମୀ ଯୋଗ ଦେଇ ଥିଲେ ବାରିପଦା ଓଡିଶା ରକ୍ତ ଭଣ୍ଡାରର ଡାକ୍ତର ପ୍ରଶାନ୍ତ କୁମାର ଦାସ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରି ଥିଲେ ମୋଟ ୨୨ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିବାର ଜଣା ପଡିଛି କୌଳିକ ବୃତ୍ତି ଉପରେ ମଧ୍ୟ ପ୍ରଭାବ ପଡିଛି : ଲକଡାଉନ ହେତୁ ନାପିତ ପରିବାର ଗୁଡିକ ପ୍ରଭାବିତ ହୋଇଛନ୍ତି

Leave A Reply