Odisha news

ଭିନ୍ନକ୍ଷମ ବୃର୍ଦ୍ଧ ଙ୍କ ଉପରେ ବ୍ଲକ ପ୍ରଶାସନ ଆଧାର ନଥିବାରୁ ଦିଆଗଲାନି ଚଳିତ ମଙ୍କସର ଭର୍ତା,ଔଷଧ କିଣି ଖାଇବେ କୋଉଠୁ

0

ବିରିଡି  ; ବିରିଡି ଶଙ୍ଖପୁର ଗ୍ରାମ ପଂଚାୟତରେ ବାସ କରୁଥିବା ଭିନ୍ନକ୍ଷମ ବୃଦ୍ଧ ସୁରେନ୍ଦ୍ର ସ୍ୱାଇଁଙ୍କୁ ଚଳିତ ମସରେ ଭତା ମିଳିନଥିବା ଅଭିଯୋଗ ହୋଇଛି । ଆଧାର କାର୍ଡ ନଥିବାରୁ ଦାଉ ସାଜିଲା ବ୍ଲକ ପ୍ରଶାସନ । ତାଙ୍କର ଆଧାର ସଂଯୋଗ ହୋଇନଥିବାରୁ ବ୍ଲକ ସମାଜ ମଂଗଳ ଅଧିକାରୀ ସରତ ଚନ୍ଦ୍ର ମହାରଣା କହିଛନ୍ତି ବର୍ତମାନ ସରକାରଙ୍କ ନିଦେ୍ର୍ଦଶ ମୁତାବକ ଭତା ପାଉଥିବା ହିତାଧିକାରୀ ଆଧାର ସଂଯୋଗ ବାଧ୍ୟତା ମୂଳକ ହୋଇଥିବା ବେଳେ ଉକ୍ତ ବୃର୍ଦ୍ଦ୮୍କ ଆଧାର ନଥିବାରୁ ଏହି ସମସ୍ୟା ଦେଖାଦେଇଥିବା ଜଣାପଡିଛି ।

ତେବେ ଦିର୍ଘ ଦିନ ହେବ ଭିନ୍ନ କ୍ଷମ ହୋଇ ଭତା ପଇଆସୁଥିବା ବୃଦ୍ଦ ସୁରେନ୍ଦ୍ର ସ୍ୱାଇଁ ଚଳିତ ମାସରେ ଭତା ପାଇନଥିବାରୁ ବଡ ହିନସ୍ତାରେ କାଳତିତାତ କରୁଥିବା ଜଣାଇଛନ୍ତି । କାରଣ ସେ ବ୍ୟାଧିଗ୍ରସ୍ତ ହୋଇଡିଥିବାରୁ ପ୍ରତି ମାସରେ ହଜାର ହଜାର ଟଙ୍କାର କିଣିଥାନ୍ତି ।

ପ୍ରତି ମାସରେ ମିଳି ଆସୁଥିବା ଭର୍ତା ଅର୍ଥ ତାଙ୍କର େଓøଷଧ ଖାଇବାରେ ସହୟାତା ହୋଇଥାଏ । ମାତ୍ର ଚଳିତ ମାସ ଭତା ମିଳୀନଥିବାରୁ ସେ ଆଉ େଓøଷଧ କିଣି ଖାଇପାରିନାହାନ୍ତି ବୋଲି ତାଙ୍କ ସ୍ତ୍ରୀ ମଂଜୁ ସ୍ୱାଇଁ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ ସୁରେନ୍ଦ୍ର ସ୍ୱାଇଁ କିଛି ବର୍ଷ ପୂର୍ବେ ହଠାତ ଭିନ୍ନ କ୍ଷମ ହୋଇପଡିଥିଲେ । ପରବର୍ତି ସମୟରେ ଭିନ୍ନକ୍ଷମ ଭର୍ତା ମିଳୀଲା । ଏହି ଭତା ଗତ ମାସ ପର୍ଯ୍ୟନ୍ତ ପାଇ ଆସୁଥିଲେ ହେଲେ ଚଳିତ ମାସ ରେ ଆଧାର ସଂଯୋଗ ହୋଇନାହିଁ ବୋଲି ତାଙ୍କୁ ଆଉ ଭତା ପ୍ରଦାନ କରାଗଲା ନାହିଁ ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଶ୍ରୀ ସ୍ୱାଇଁ ।

ତେବେ ତାଙ୍କର ଆଗକୁ ଆଉ ଆଧାର କାର୍ଡ ହେବା ସମ୍ଭବପର ନୁହେଁ କଥା ମଧ୍ୟ ଭତା ପ୍ରଦାନ କରୁଥିବା ଅଧିକାରୀ ଓ ବ୍ଲକ ପ୍ରଶାସନ ସମ୍ୁର୍ଣ୍ଣ ଜାଣିଥିଲେ ମଧ୍ୟ କିପରି ଉକ୍ତ ବୃର୍ଦ୍ଧଙ୍କ ।ରୁ ଆଧାର କାର୍ଡ ଦାବି କରି ଭତା ପ୍ରଦାନ କଲେ ନାହିଁ ତାହା ତଦନ୍ତ ସାପେକ୍ଷ ତେବେ ଆଧାର କାର୍ଡ ନଥିବା ଉକ୍ତ ବୃଦ୍ଧାଙ୍କୁ ଭର୍ତା ପ୍ରଦାନ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି ।

Leave A Reply