ଭଞ୍ଜନଗର,୧୨/୯ – ନିକଟସ୍ଥ ବଡକୋଦଣ୍ଡା ଗ୍ରାମର ମା ଠାକୁରାଣୀ ଯୁବ ନାଟ୍ୟ ସଂଘର କଳାକାରମାନଙ୍କୁ ନେଇ ଅନୁଷ୍ଠାନର ୧ମ ସାମାଜିକ ନାଟକ ” ପାପ କଳସୀରେ ପୁଣ୍ୟ ତୁଳସୀ” ଶ୍ରୀ ଶ୍ରୀ ଗଜାନନଙ୍କ ପୂଜା ଅବସରରେ ଠାକୁରାଣୀ ମନ୍ଦିର ସାହିରେ ମଞ୍ଚସ୍ଥ ହୋଇଯାଇଛି ା ନାଟକଟିକୁ ମହେଶ୍ବର ମହାରଣା ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥଲେ ଗଞ୍ଜାମ ଯାତ୍ରା ଟାଇଗର ଟୁଟୁ ପାଢ଼ି ା ବୁଲୁ ,ରଞ୍ଜନ ,ଶିବରାମ,ନାରାୟଣ,ସଞ୍ଜୟ,ନିରୂପମ,ଶି
