ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ
ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଘଣ୍ଟ ଘୋଡ଼ାଉଛି ପୋଲିସ
ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଆସିକା ରୋଡ଼ ସ୍ଥିତ ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇ ଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ବଦଳରେ ଘଣ୍ଟ ଘୋଡ଼ାଉଛି ପୋଲିସ ବୋଲି ଅଭିଯୋଗ ହୋଇଛି।ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କୁ ବଡ଼ବଜା ର ଥାନା ପୋଲିସ ଗିରଫ କରିବା ବଦଳରେ ଘଣ୍ଟ ଘୋଡ଼ାଛି। ଅଭି ଯୋଗ କରି ବ୍ରହ୍ମପୁର ଏଏସ୍ପିଙ୍କ ନିକଟରେ ଅଭି ଯୋଗ କରିଛନ୍ତି ପିଡ଼ିତା ପକ୍ଷରୁ ।ବ୍ରହ୍ମପୁର ବଡ଼ବଜା ର ଥାନା ଅନ୍ତର୍ଗତ ସ୍କୁଲର ପ୍ରିନ୍ସିପାଲଙ୍କ ନାଁରେ ଆସିଛି ଗୁରୁତ ର ଅଭିଯୋଗ । ସେହି ସ୍କୁଲର ଜଣେ ଛାତ୍ରୀଙ୍କୁ ବ୍ୟାଡମିଣ୍ଟନ ଶିଖାଇଦା ବାହାନା ରେ ଅସଦାଚ ରଣ କରିଛନ୍ତି ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ ମହାଙ୍କୁଡ଼ । ଗତ ୨୦୨୩ ଗ୍ରୀଷ୍ମ ଅବକାଶ ସମୟରେ ସ୍କୁଲ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ହୋଇଥିଲା । ଛାତ୍ରୀ ଜଣଙ୍କ ସେହି ପ୍ରଶି କ୍ଷଣ ରେ ଭାଗ ନେଉଥିଲେ । ସେହି ସମୟରେ ଟ୍ରେନିଂ ସରିଲେ, ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ ମହାଙ୍କୁଡ଼ ତାଙ୍କୁ ଗୋଟିଏ କୋଠରୀକୁ ନେଇ ତାହା ସହ ଅସଦାତ ରଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି।ପୁଣି ଏହି ବର୍ଷ ୨୦୨୪ରେ ବି ଠିକ୍ ସେହିଭ ଳି ଛାତ୍ରୀ ଜଣ ଙ୍କ ଗ୍ରୀଷ୍ମ ଅବକାଶ ଟ୍ରେନିଂରେ ଥିବା ବେଳେ ଟ୍ରେନିଂ ପରେ ତାଙ୍କୁ ଏକ କୋଠରୀକୁ ନେଇ ଅସଦାଚ ରଣ କରିଥି ଲେ I ଏଭ ଳିକି ବାପାଙ୍କୁ କହିଲେ ତାଙ୍କୁ ସ୍କୁଲରୁ ବାହା ର କରିଦେବେ ବୋଲି ଧମକ ଦେଇଥିଲେ । କିନ୍ତୁ ଅସହ୍ୟ ହେବା ରୁ ଛାତ୍ରୀ ଜଣଙ୍କ ତାଙ୍କ ବାପାଙ୍କୁ ଅଭି ଯୋଗ କରିଥିଲେ | ପରେ ତାଙ୍କ ବାପା ଗତ ୩୧ତା ରିଖ ରେ ଥାନା ରେ ଅଭି ଯୋଗ କରି ଅଭିଯୁକ୍ତ ପ୍ରିନ୍ସିପାଲ ପ୍ର ମୋଦ ମହାଙ୍କୁଡ଼ଙ୍କୁ ଗିରଫ କରିବା କୁ ଦାଦି କରିଥ୍ ଲେ। ପୋଲିସ ଅଭି ଯୋଗ ପ୍ରକା ରେ, ଛାତ୍ରୀଙ୍କୁ ସିଡବ୍ଲ୍ୟୁସି, କୋର୍ଟରେ ହାଜର କରି ବୟାନ ରେକର୍ଡ କରିଥିଲେ। ପରେ ଏହି ମାମଲା ରେ ଅଭି ଯୁକ୍ତ ଙ୍କୁ ଗିରଫ କରିବା କୁ ଯିବା ବଦଳରେ ସେ କେଉଁଆଡ଼େ ଫେରାର ହୋଇଯାଇଥିବା ପୋଲିସ କହୁଛି ବୋଲି କହିଛନ୍ତି ଛାତ୍ରୀଙ୍କ ପିତା । ଏତେ ଦିନ ହେଲା ପୋଲିସ ଗିରଫ ନ କରିବା ରୁ ଶେଷରେ ସେ ବ୍ରହ୍ମପୁର ଏଏସ୍ପିଙ୍କୁ ଭେ ଟି ନିଜ ଅଭି ଯୋଗ କରିଛନ୍ତି। ତେ ବେ ଅତିଶୀଘ୍ର ଅଭି ଯୁକ୍ତ କୁ ଗିରଫ କରା ଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏଏସ୍ପି I
