Odisha news

ଫ୍ଲୋର ଟେଷ୍ଟ ରେ ପାସ ହେଲେ ଥଳପତି ବିଜୟ, ମିଳିଲା ୧୪୪ ବିଧାୟକଙ୍କ ସମର୍ଥନ

0

ତାମିଲନାଡୁ ମତଦାନ ର ଫଳାଫଳ ଆସିବା ବିଜୟଂକୁ ବହୁମତ ଦେଖାଇବା ପାଇଁ କଠିଇଁ ପରିଶ୍ରମ କରିବାକୁ ପଡିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ପଦବୀ ର ଯେତେବେଳେ ବିଜୟ ସମର୍ଥ ନେଲେ ସମ୍ପୂର୍ଣ ସ୍ଥିତି ବଦଳି ଯାଇଥିଲା l ପ୍ରଥମେ ତାଙ୍କୁ AIADMK ସମର୍ଥନ ଦେଇଥିଲା, ପରେ TVK ଫ୍ଲୋର ଟେଷ୍ଟ ରେ ବିଜୟ ଲାଭ କରିଥିଲା l ଟୀଭିକେ ପକ୍ଷରେ ୧୪୪ ବିଧାୟକ ମତଦାନ କରିଥିଲେ l

ବିପକ୍ଷ ନେତା ଓ DMK ର MLA ଉଦୟାନିଧି ଷ୍ଟାଲିନ କହିଥିଲେ ଯେ ଦଳ ଫ୍ଲୋର ଟେଷ୍ଟ ଭୋଟିଂ ରୂ ଦୁରେଇ ରହିବ , ଏହାଛଡା AIADMK ର ଜେନେରାଲ ସେକ୍ରେଟାରୀ ପାଳନୀସ୍ୱାମୀ ବିଜୟଙ୍କ ସରକାର କୁ ବିରୋଧ କରୁଥିଲେ ସୁଧା ୫ଜଣ ବିଧାୟକ ଫ୍ଲୋର ଟେଷ୍ଟ ରେ ଉପସ୍ଥିତ ରହିଥିଲେ l AIADMK ର ଗୋଟିଏ ଦଳ ବିଜୟଙ୍କୁ ସମର୍ଥଂ କରିଥିବା ବେଳେ ଆଉ ଗୋଟିଏ ଦଳ ବିଜୟଙ୍କ ବିପକ୍ଷରେ ଥିଲେ , ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡିଏମକେ ର ନେତା ସିବି ସନମୁଗମ କହିଥିଲେ ଆମେ TVK କୁ ସମର୍ଥଂ ଦେବାକୁ ଚାହୁଁଚୁ , ଯିଏକି ବିଜୟୀ ଦଳ ଅଟେ , ବର୍ତମାନ ଆମର ଉଦେଶ୍ୟ ନିଜ ଦଳକୁ ମଜବୁତ କରିବା, ଯେଉଁ କାରଣରୁ TVK କୁ ସମର୍ଥନ କରୁଚୁ l

AIADMK ନିଜ ଦଳର ସ୍ଥାପନା DMK ବିରୁଦ୍ଧରେ କରିଥିଲା, ଯାହାକି ଗୋଟିଏ ୫୩ ବର୍ଷର ପୁରୁଣା ପାର୍ଟି l

Govt
Leave A Reply