ଭିଟାମିନ ବି 12 ଆମ ନର୍ଭସ ସିଷ୍ଟମ ଓ ସେଲୁଲର ଏନର୍ଜି ପାଇଁ ଖୁବ ଜରୁରୀ, ଆସନ୍ତୁ ଜାଣିବା ଆଜି ଏହି ସପ୍ଲିମେଣ୍ଟ ବିଷୟରେ l
– ଭିଟାମିନ ବି 12 ସପ୍ଲିମେଣ୍ଟ ବର୍ଦ୍ଧିତ ବୟସରେ ମସ୍ତିଷ୍କ ର କ୍ଷମତା କୁ ବୃଦ୍ଧି କରିଥାଏ, ଏବଂ ଜରୁରୀ ଭୀତମୀନସ ନ୍ୟୂରାନ୍ସ ର ସୁରକ୍ଷା କରିଥାଏ l ଯାହାଦ୍ୱାରା ଫୋକସ ଅଧିକ ବଢିଥାଏ ଓ ସ୍ମୃତି ଶକ୍ତି ମଧ୍ୟ ଶକ୍ତ ହୋଇଥାଏ l
– ଭିଟାମିନ ବି 12 ସେରୋଟୋନିନ ଭଳି ନ୍ୟୁରୋ ଟ୍ରାନ୍ସମିଟର ର ପ୍ରଡକ୍ସନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ମୁଡ଼ ସନ୍ତୁଳିତ ରହିଥାଏ ଓ ମେଣ୍ଟାଲ ହେଲଥ ସପୋର୍ଟ ବୃଦ୍ଧି ହୋଇଥାଏ l
– ଭିଟାମିନ ବି 12 ରେଡ ବ୍ଲଡ଼ ସେଲ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା କେଶ ମୂଳ କୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ମିଳିଥାଏ l ଯାହା କେଶ ଝଡ଼ିବା ଅଟକାଇ ଥାଏ ଏବଂ ଗ୍ରୋଥ ହେବାରେ ସାହାଯ୍ୟ କରେ l
– ଭିଟାମିନ ବି 12 କମି କାରଣରୁ ହାଡର ଡେଂସିଟି କମି ଯାଇଥାଏ l ପ୍ରତିଦିନ ସଠିକ ମାତ୍ରାରେ ସେବନ ଦ୍ୱାରା ହାଡ଼କୁ ସପୋର୍ଟ ମିଳିଥାଏ ଏବଂ ହାଡ଼କୁ ଫ୍ୟାକଚର ହେବାରୁ ରକ୍ଷା କରିଥାଏ l
– ଭିଟାମିନ ବି 12 ସେବନ ଦ୍ୱାରା ଚକ୍ଷୁ ସମ୍ବନ୍ଧିତ ସମସ୍ୟା ଠାରୁ ନିଜକୁ ଦୁରେଇ ରଖିହୁଏ l ଦୀର୍ଘଦିନ ପର୍ଯ୍ୟନ୍ତ ଚକ୍ଷୁର ଦୃଷ୍ଟିଶକ୍ତି ଠିକ ରହିଥାଏ ଏବଂ ଆକ୍ଷିକୁ ଆରମ୍ ମିଳିଥାଏ l