Odisha news

ଘରର ଉତର ଦିଗରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ, ଦୂର ହୋଇଯିବ ସମସ୍ତ ଋଣଭାର

0

ଋଣଭାର ଠାରୁ ଦୁନିଆରେ ଆଉକିଛି ବଡ ଦୁଃଖ ନଥାଏ ଏହିକଥା ଆମେ ସମସ୍ତେ ଖୁବ ଭଲରେ ଜାଣିଛୁ l ଶାସ୍ତ୍ରରେ କୁହାଯାଇଛି ଖରାପ ସମୟ ଆସିଲେ ମଣିଷ ଋଣଭାର ର ସମୁଖୀନ ହୋଇଥାଏ l ଯଦି କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ଋଣଭାର ରହିଥାଏ ତେବେ ତାର ସମସ୍ତ ସୁଖ ଶାନ୍ତି ଚାଲି ଯାଇଥାଏ l ଅନେକ ସମୟରେ ସେ ସତ ଚେଷ୍ଟା ପରେ ମଧ୍ୟ ସେହି ଋଣଭାର ରୁ ବାହାରିବାକୁ ଅକ୍ଷମ ହୋଇଥାଏ l ତେଣୁ ଏହି ଋଣଭାର ରୁ ମୁକ୍ତି ପାଇବା ପାଇଁ କିଛିଟା ବାସ୍ତୁ ଟିପ୍ସ ନିହାତି ଜାଣି ରଖିବା ଜରୁରୀ l ବାସ୍ତୁର ଏହି ଉପାୟକୁ ଆପଣ ମାନି ୠଣ ବହାରରୁ ମୁକ୍ତି ପାଇ ପାରିବେ |

* ୠଣ ଭରା ଦ୍ୱାରା କଷ୍ଟ ପାଉଥିଲେ ଘରର ଉତର ଦିଗ ଯାହାକୁ କାର୍ଯ୍ୟସ୍ଥଳ କୁହା ଯାଇଥାଏ | ସେଠାରେ ମା ଲକ୍ଷ୍ମୀ ଓ କୁବେରଙ୍କ ଯନ୍ତ୍ର ସ୍ଥାପନା କରନ୍ତୁ | ଏବଂ ଏଠାରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ପ୍ରତିଦିନ ଘିଅ ଦୀପଟିଏ ଜାଲ୍ନ୍ତୁ

* ଵାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମଙ୍ଗଳବାର ଦିନ ବ୍ୟାଙ୍କରୁ ଋଣ ଆଣିଛନ୍ତି ତେବେ ହନୁମାଙ୍କ ସ୍ମରଣ କରି ପ୍ରଥମ କିସ୍ତି ବ୍ୟାଙ୍କରେ ପଇଠ କରନ୍ତୁ | ଏହା ଦ୍ୱାରା ୠଣ ବହାରରୁ ମୁକ୍ତି ମିଳିବ |

* ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରର ଗାଧୁଆ ଘର ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ସେହି ଘର ମାଲିକ ସର୍ବଦା ଆର୍ଥିକ ଅନାଟନରେ ରହିଥାଏ | ଏପରି ସ୍ଥିତିରେ ନିଜ ଗାଧୁଆ ଘରର ଉତର ଦିଗରେ ଗୋଟିଏ ପାତ୍ରରେ ଲୁଣ ରଖନ୍ତୁ ଏହା ଦ୍ୱାରା ଵାସ୍ତୁ ଦୋଷ ଦୂର ହୋଇଥାଏ |

* ଵାସ୍ତୁ ଅନୁସାରେ ନିୟମିତ ବଟ ବୃକ୍ଷରେ ଗଙ୍ଗାଜଳ ଓ ପାଣିକୁ ମିଶାଇ ଅର୍ପଣ କରିବା ଦ୍ୱାରା ୠଣ ଭାରରୁ ମୁକ୍ତି ମିଳିଥାଏ | ଏହା ଛଡା ବରଗଛ ମୂଳରେ ଶ୍ରୀ ହରିଙ୍କର ବାସ ହୋଇଥିବା କାରଣରୁ ଦରିଦ୍ରତାର ବିନାଶ ହୋଇଥାଏ |

Leave A Reply