ବାରଙ୍ଗ,୨୯/୯ : ପ୍ରାଣିଉଦ୍ୟାନ ନନ୍ଦନକାନନର ସିଂହସଫାରୀର ସିଂହିି ସୁପ୍ରିୟା ଗୁରୁତର ଅସୁସ୍ଥ ହୋଇଥିଲା ।ଧିରେଧିରେ ରୁଗ୍ଣ ହୋଇ ଖାଇବା ମଧ୍ୟ କମାଇଦେଇଥିଲା ।
୨୬ବର୍ଷରେ ପଦାର୍ପଣ କରିଥିବା ସୁପ୍ରିୟା ବାର୍ଦ୍ଧକ୍ୟ ଜନିତ କଷ୍ଟକୁ ସହ୍ୟ କରିଚାଲିଥିଲା ।ସିଂହସଫାରୀରେ ତାର ଚିକିସ୍ା ଅରମ୍ଭ ହୋଇଥିଲା ।ହେଲେ ମଙ୍ଗଳବାରସକାଳେ ମୃତୁ୍ୟବରଣ କରିଥିଲା ।
ସୁପ୍ରିୟାର ମୃତୁ୍ୟପରେ ନନ୍ଦନକାନନରେ ସିଂହସଂଖ୍ୟା ହ୍ରାସପାଇ ୧୪ରେ ପହଁଚିଛି । ସେଥିମଧ୍ୟରେ ୮ଅଣ୍ଡିରା,୪ମାଇ ଭାରତୀୟସିଂହ ଓ ୨ଆଫ୍ରିକିୟ ସିଂହ ଥିବାର ଉପନିଦେ୍ର୍ଦଶକ ବିମଳପ୍ରସନ୍ନଆଚାର୍ଯ୍ୟ କହିଛନ୍ତି ।
