Odisha news

ବାଲିଗୁଡାରେ ପରାକ୍ରମ ଶୋଭାଯାତ୍ରା

0

ବାଲିଗୁଡା,୨୨/୫-; ଅପରେସନ ସିନ୍ଦୁରର ବିଜୟଗାଥା ତଥା ଯବାନଙ୍କ ପକ୍ଷରୁ ପେଲଗାଁଓ ହମଲାର ସଠିକ ବଦଲା ନିଆଯାଇଥିଲା ଏହାକୁ ନେଇ ବାଲିଗୁଡାରେ ଆଜି ପରାକ୍ରମ ଶୋଭାଯାତ୍ରା କରାଯାଇଛି । ଏହା ବାଲିଗୁଡା ବସଷ୍ଟାଣ୍ଡ ନିକଟରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଅକ୍ଷୟ ମଳ୍ଲିକ,ତହସିଲଦାର ଦିପ୍ତି ପ୍ରକାଶ ବେହେରା,ଅତିରିକ୍ତ ଜିଲ୍ଲାପାଳ ଧିରଜ ପାତ୍ର,ଏନଏସି କାର୍ଯ୍ୟନିାର୍ବହି ଅଧିକାରି ବିବେକାନନ୍ଦ ଦଳେଇ,ବିଜେପିର ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ପଦ୍ମ ଚରଣ ଦାସ,ପୁର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ. ବ୍ଲକ ସାଂସଦ ପ୍ରତିନିଧି ରଂଜିତ ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସମେତ ଅଙ୍ଗନବାଡି କର୍ମି,ବ୍ଲକ,ଏନଏସି କାର୍ଯ୍ୟାଳୟର କର୍ମଚାରୀ,ବିଜେପି କର୍ମି ସହ ଅକେ ଏହି ଶୋଭାଯାତ୍ରା ରେ ସାମିଲ ଥିଲେ ।

Leave A Reply