Odisha news

ତିହିଡି ବ୍ଲକପରିସରରେ ଆର୍ନ୍ତଯାତୀୟ ଯୋଗଦିବସ ପାଳିତ

0

ତିହିଡି ୨୧/୦୬: (ଯଦୁମଣି ପାଣିଗ୍ରାହୀ)ତିହିଡି ବ୍ଲକ ପରିସରରେ ଆର୍ନ୍ତଯାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି ଅବସରରେ ଅତିଥିଭାବେ ତିହିଡି ବିଡିଓ ନିରଞ୍ଜନ ବାରିକ,ବ୍ଲକ ଅଧକ୍ଷା ଅବନ୍ତି ଦାସ,ତିହିଡି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ,ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ,ଏ ବିଡିଓ ମାନସ କୁମାର ଜେନା ଓ ଯନ୍ତ୍ରୀ ସୁକାନ୍ତ ନାୟକ ପ୍ରମୁଖ ଯୋ୍ଗ ଦେଇଥିଲେ । ଯୋଗ ଗୁରୁ କିଶୋର ନାୟକ ଶିବିର ପରିଚାଳନା କରିଥିଲେ ।

Nalco
Leave A Reply