Odisha news

ବିଦ୍ୟାଳୟର ନୂତନ ପତକା ସ୍ତମ୍ଭ ଓ ଉତ୍ସବମଞ୍ଚ ଉଦ୍ଘାଟିତ

0

ବାଲିଆପାଳ- ସିମୁଳିଆ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ନବ ନିର୍ମିତ ପତକା ସ୍ତମ୍ଭ ଓ ଉତ୍ସବମଞ୍ଚ ଉଦ୍ଘାଟିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ନମିତା ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବରେ ଏବିଇଓ ମନ୍ମଥ କୁମାର ସାହୁ,ସମ୍ମାନୀତ ଅତିଥିଭାବରେ ସିମୁଳିଆ ଗ୍ରାମକମିଟି ମୁଖ୍ୟ ରଜନୀକାନ୍ତ ଗିରି,ସିଆରସିସି ଅଶୋକ କୁମାର ଗିରି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ପ୍ରମାଣିକ ପ୍ରମୁଖ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ପତକାସ୍ତମ୍ଭର ଦାତା ରବୀନ୍ଦ୍ରନାଥ ପାଣିଗ୍ରାହୀ,ଉତ୍ସବ ମଞ୍ଚର ଦାତା ଶରତଚନ୍ଦ୍ର ପ୍ରମାଣିକ,ଶିକ୍ଷକ ନିତାଇ ଚରଣ ରାଉଳ,ମଞୁବାଳା ମହାନ୍ତି,ସୁଶାନ୍ତ କର,ଦିଲ୍ଲୀପ ସାହୁ,ରଶ୍ମି ବାଡି,ଯଶୋବନ୍ତ ଜେନା,ଭରତ ଚନ୍ଦ୍ର ଜେନା ,ସନ୍ଦିପା ଜେନା ,ପରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ସାହୁ,ସୁବୋଧ ପ୍ରମାଣିକ,ଅଶୋକ ବୀର,ଶମ୍ଭୁନାଥ ଆଚାର୍ଯ୍ୟ,ସୁଶୀଲ ଜେନା,ଗଣେଶ ଘଡେଇ, ବିକ୍ରମ କେଶରୀ ଦେ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply