Odisha news

ପୂର୍ବତନ ଜିଲ୍ଲା ଅଡ଼ିଟ ଅଫିସରଙ୍କ ପରଲୋକ

0

ବାଲେଶ୍ୱର- : – ବାଲେଶ୍ୱର ଜିଲ୍ଲାରେ ଜଣେ ପୂର୍ବତନ ଜିଲ୍ଲା ଅଡିଟ ଅଧିକାରୀ ରବୀନ୍ଦ୍ର ନାରାୟଣ ପରିଡାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେବ କରୋନା ରୋଗରେ ଆକ୍ରାନ୍ତ ଥାଇ ଜ୍ୟୋତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ତାଙ୍କର ଦୁଇ ପୁଅ ଥିବା ବେଳେ ଗୋଟିଏ ଝିଅ ରହିଛନ୍ତି

Nalco
Leave A Reply