Odisha news

ଅବକାରୀ ଚଢାଉ।ମଦ ସହିତ ପୋଚ ନଷ୍ଟ

0
ଆଠଗଡ଼ ତା ୧୦-୦୩-୨୪ କଟକ ଜିଲ୍ଲା ଅବକାରୀ ନିରୀକ୍ଷକ ଦେବାଶିଷ ପଟେଲ ଙ୍କ ତତ୍ତ୍ୱାବଧାନରେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ କୋରଙ୍ଗା ଗ୍ରାମ ରେ ଚଢାଉ କରାଯାଇ ୧୨୬୦୦ ଲିଟର ଗୁଡ଼ ପୋଚ ସହିତ ୧୭୮୫ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରା ଯାଇ ନଷ୍ଟ କରା ଯାଇଛି।ଏ ବାବଦରେ ୪ ଟି ମୋକଦ୍ଦମା ରୁଜ୍ଜୁ କରାଯାଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି। ଆଜିର ଚଢ଼ାଉରେ ଅଭିରାମ ସାହୁ, ହେମନ୍ତ ମହାନଦିଆ, ଅଜିତ ପାତ୍ର,ହିରା ଦଳପତି, ଅରୁଣ ଭୋଇ ଏବଂ ବିଭାଗର ଅନେକ କର୍ମଚାରୀ ମାନେ ଚଢାଉ ରେ ସାମିଲ୍
Ad2
Leave A Reply