Odisha news

ଆଠଗଡ : ମନ୍ତ୍ରୀଙ୍କର ସେବା କରିବାର ସଂକଳ୍ପ , ମିଶନ ଶକ୍ତିକୁ ଆର୍ଥିକ ସହାୟତା, ଓ ପାଠ୍ୟପକରଣ ବଣ୍ଟନ

0
ଆଠଗଡ :  ଆଜି ଆଠଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନଙ୍କୁ ନେଇ ପ୍ରଥମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା,ନବ ନିର୍ବାଚିତ ବ୍ଲକ ଅଧକ୍ଷା ମିନତୀ ଆଚାର୍ଯ୍ୟଙ୍କ ଅଧକ୍ଷତାରେ 34 ପଞ୍ଚାୟତର ନିର୍ବାଚିତ ପଂଚାୟତ ପ୍ରତିନିଧି ଓ ତିନୋଟି ଜୋନର ଜିଲ୍ଲାପରିଷଦ ପାର୍ଥିମାନେ ବୈଠକରେ ଯୋଗ ଦେଇ ନିଜର ପରିଚୟ ଓ ମାତା ମତ ଦେଇ ପଂଚାୟତ ବାସୀଙ୍କ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ, ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ପ୍ରତିନିଧି ମାନଙ୍କୁ ଅନେକ ଉପାଦେୟ କଥା କହିବା ଶହ ପଂଚାୟତ ବାସୀ  ବିଶ୍ୱାସରେ ଅନ୍ଧାରେ ଘରେ ବିଶ୍ୱାସ ରଖି ସେବା କରିବାର ଯେଉଁ ଆଶ୍ରିବାଦ ଦେଇଛନ୍ତି ସେଥିରେ ଅବହେଳା କରିବ ନାହିଁ ସମର୍ପିତ ଭାବେରେ ସେବା କରି ୠଣ ସୁଝିବ ବୋଲି ପ୍ରକଶ  କରିବା ଶହ ପୁଷ୍ପ ଗୁଚ୍ଛ ଦେଇ ସାମ୍ମନିତ କାରିଥିଲେ , ମଣ୍ଡଳଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଅତିରିକ୍ତ ମଣ୍ଡଳଉନୟନ୍ନ ଅଧିକାରୀ ଉପେନ୍ଦ୍ର କୁମାର ଜେନା ଉପସ୍ଥିତିରେ କୋଭିଡ 19 ରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ 2ମିନିଟ ନିରବ ପାର୍ଥନା କରାଯାଇଥିଲା, ମଣ୍ଡଳ ଉନ୍ନୟନ ଅଧିକାରୀ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ, ନିମନ୍ତ୍ରିତ ଅତିଥି ଭାବେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକ ପାତ କାରିଥିଲେ, ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ କୁମାର ଅଚାର୍ଯ୍ୟା ପ୍ରକଳ୍ପ ଗୁଡିକ ନିଦ୍ଧିଷ୍ଠ ସମୟ ସୀମା ଭିତରେ ଶେଷ କରିବାକୁ ପଡିବ ବୋଲି ପ୍ରକାଶ କାରିଥିଲେ, ଅପରାହ୍ନରେ ଜୀବିକା ମିଶନ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଧାକିଶୋରପୁର 15 ଲକ୍ଷ୍ୟ, ଯୋରନ୍ଦା, ଇଚ୍ଛାପୁର, ସମସରପୁର, କାଖଡି, କୁ 1 % ସୁଧ ହାରରେ ଅର୍ଥରାଶି  ସହାୟତା, ଶହ ଛେଳି ପାଳନ ପାଇଁ ମହିଳା  ଗୋଷ୍ଠୀଙ୍କୁ   ଓ 46 ଟି ଅଙ୍ଗନାୱାଡି କେନ୍ଦ୍ରକୁ ପାଠ୍ୟପୋକରଣ ମନ୍ତ୍ରୀ ବଣ୍ଠନ କାରିଥିଲେ, ସିଡିପିଓ ଗୀତାଞ୍ଜଳି ପ୍ରଧାନ ଓ ବ୍ଲକ ପଶୁଚିକିତ୍ସା ଅଧିକାରୀ ସୁଶାନ୍ତ କୁମର ବେହେରା ପ୍ରମୁଖ ଉପସ୍ଥିତ ଥିଲେ  ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କାରିଥିଲେ,
Ad2
Leave A Reply