Odisha news

ଅନ୍ଧ ଭଉଣୀ କୁ ବଳାତ୍କାର କରି, ଭାଇ ହରଡ ଘଣାରେ

0

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ କରଞ୍ଜପୂର ଗ୍ରାମରେ ଘଟିଛି ଏକ ଅଘଟଣ । ଚଉଦ ବର୍ଷୀୟ ଅନ୍ଧୁଣୀ ଭଉଣୀକୁ ବଳକ୍ତାର କରିବା ଓ ଘଟଣାର ସମାଧାନ ନ ହେବା,ଫଳରେ,ଧର୍ଷିତା ର ମା ଦିପା ମଲ୍ଲିକ ଙ୍କ ଅଭିଯୋଗ କ୍ରମେ ଅସ୍ତରଙ୍ଗ ପୋଲିସି କେଶ ନମ୍ବର ୧୪/୨୩ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଆସାମୀ ସୁବାସ ମଲ୍ଲିକ କ ଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା ହଉଛି ଏକ ମାସ ତଳର । ନିଜ ପରିବାର ଆନ୍ଧୁଣୀ ଭଉଣି କୁ  ତାର ସରଳ ତାର ସୁଯୋଗ ନେଇ  ଭାଇ ବଳକ୍ତାର କରି ଚାଲିବା ପରେ,ପରିବାର ଲୋକ କୌଣସି ମତେ ଜାଣିଥିଲେ । ପରିବାର କଥା ପଦାକୁ ବାହାର ନ କରି ଘର ଭିତରେ ସମାଧାନ କରିଦେବା ପାଇଁ ନିଷ୍ପତି ହୋଇଥିଲା । ହେଲେ,କିଛି ଦିନ ଅତିବାହିତ ହେବା ପରେ ସମାଧାନ ନ ହେବାରୁ ପିଡୀତାର ମା ଅସ୍ତରଙ୍ଗ ପୋଲିଶି ନିକଟରେ ଅଭିଯୋଗ କରିବାରୁ କଥାଟି ପଦାକୁ ଆସିଥିଲା । ଅସ୍ତରଙ୍ଗ ଥାନା ଆଇ ଆଇ, ସି,ପଞ୍ଚାନନ ପରିଡ଼ା ଶୁକ୍ରବାର ଦିନ ପିଡିତାକୁ ତା ଘରୁ ଉଦ୍ଧାର କରି,ତାର ବୟାନ ରେକଡିଙ୍ଗୀ କରିବା ପାଇଁ  ପୁରୀ ର ବିଚାର ପତି ଙ୍କ ନିକଟରେ ହାଜର କରିବା ସହ,ଡାକ୍ତର ମାଇନା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନିଆ ଯାଇଥିବା ଜଣା ପଡ଼ି ଅଛି ।

Nalco
Leave A Reply