Odisha news

ଉପକାରୀ ଅଁଳା

0

ଭିଟାମିନ୍‌ ସି, ଆଇରନ୍‌, କାଲସିୟମ୍‌ ଓ ଫସଫରସ୍‌ରେ ଭରପୂର ଅଁଳା ଟକ୍‌ସିନ୍‌କୁ ବାହାର କରି ଲିଭର୍‌ ଫଙ୍କସନ୍‌ରେ ସାହାଯ୍ୟ କରିଥାଏ । ଏଥିସହ ରୋଗପ୍ରତିରୋଧ ଶକ୍ତି ବଢ଼ାଇ ଥାଏ । ଅଁଳା ଜୁସ୍‌କୁ ବ୍ରେକ୍‌ଫାଷ୍ଟ୍‌ ଡିନର୍‌ ଓ ଲଞ୍ଚ୍‌ରେ ସାମିଲ୍‌ କରିପାରିବେ । ଯେକୌଣସି ଆୟୁ ବର୍ଗର ବ୍ୟକ୍ତି ଅଁଳା ଖାଇପାରିବେ । ପ୍ରତିଦିନ ଗୋଟିଏ ଅଁଳା ସ୍ୱାସ୍ଥ୍ୟ ପାଇଁ ଭଲ ।

Leave A Reply

Your email address will not be published.