ଭାରତୀୟ ଙ୍କ ପାଇଁ ବାଲାନ୍ସ ଡାଏଟ କାହିଁକି ଜରୁରୀ -:
ସନ୍ତୁଳିତ ଖାଦ୍ୟ ସେହିସବୁ ଖାଦ୍ୟ ଯେଉଁଥିରେ ଶରୀର ପାଇଁ ସମସ୍ତ ଜରୁରୀ ପୋଷାକ ତତ୍ୱ ସାମିଲ ରହିଥାଏ l ଯେପରିକି ପ୍ରୋଟିନ, ଫ୍ୟାଟ, ଭିଟାମିନ, ମିନେରାଲସ, ଫାଇବର ଓ କାର୍ବୋହାଇଡ୍ରେଟ l ସନ୍ତୁଳିତ ଭୋଜ ଶରୀର କୁ ଆରାମ ଦେବା ସହିତ ଏନର୍ଜି ବଢ଼ାଇ ଇମ୍ୟୁନିଟି ବୃଦ୍ଧି କରିଥାଏ l ସନ୍ତୁଳିତ ଭୋଜନ ମାଂସପେଶୀ କୁ ଶକ୍ତ କରିଥାଏ l
କେଉଁସବୁ ଖାଦ୍ୟକୁ କହିବା ସନ୍ତୁଳିତ ଭୋଜନ –
– ଏକ୍ସପର୍ଟ ଙ୍କ ମତରେ କାର୍ବୋହାଇଡ୍ରେଟ ଜୁକକଟି ଖାଦ୍ୟ ଯେପରିକି ରୁଟି, ଭାତ, ଓଟ୍ସ, , ବିଭିନ୍ନ ଶସ୍ୟ. ଯେଉଁଥିରୁ ଶରୀର କୁ ଶକ୍ତି ମିଳିଥାଏ l
– ବାଲାନ୍ସ ଡାଏଟ ରେ ପ୍ରୋଟିନ ଯୁକ୍ତ ଭୋଜନ ସାମିଲ ରହିଛି, ଯେପରିକି ଡାଲି , ପନିର , ଓଟ୍ସ , ବିଭିନ୍ନ ଶସ୍ୟ ଯାହାକି ମାଂସପେଶୀ କୁ ଶକ୍ତି କରିବ l ଏବଂ ସେଲସ ର ବିକାଶ ହେବ l
– ବାଲାନ୍ସ ଡାଏଟରେ ହେଲଦି ଫ୍ୟାଟ ରେ ସାମିଲ ରହିଛି ବିଭିନ୍ନ ନତସ , ଘିଅ, ଅଲିଭ ଅଏଲ , ଯାହାକି ହର୍ମୋନ ଏବଂ ବ୍ରେନ ପାଇଁ ଜରୁରୀ l
– ବାଲାନ୍ସ ଡାଏଟରେ ଭୀତମୀନସ ଓ ମିନେରାଲସ ଯୁକ୍ତ ଖାଦ୍ୟ ଖୁବ ଜରୁରୀ l ଯେଉଁଥିରେ ସାମିଲ ରହିଛି ବିଭିନ୍ନ ଫଳମୂଳ ଓ ପନିପରିବା, ଯାହାକି ଇମ୍ୟୁନିଟି ବୁଷ୍ଟ କରିଥାଏ l
– ବାଲାନ୍ସ ଡାଏଟ ରେ ଫାଇବର ଯୁକ୍ତ ଖାଦ୍ୟ ର ଆବଶ୍ୟକତା ରହିଛି, ସାଲାଡ଼, ଫଳମୂଳ ଓ ଗୋଟା ବୁଟ ଏବଂ ଗୋଟା ମୁଗ ଇତ୍ୟାଦି l
* କାହିଁକି ଠିକ ସମୟରେ ଖାଇବା ଜରୁରୀ ? –
ଠିକ ସମୟ ରେ ଖାଇବା ଶରୀର ପାଇଁ ଖୁବ ଆବଶ୍ୟକ l ଏହା ଶରୀର କୁ ରୋଗ ମୁକ୍ତ ରଖିଥାଏ, ବାଲାନ୍ସ ଡାଏଟ ସହିତ ସମୟ କୁ ଗୁରୁତ୍ୱ ଦେବା ଜରୁରୀ l ଘରେ ପ୍ରସ୍ତୁତ ଖାଦ୍ୟ ଓ କମ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ l ଓଭର ଇଟିଙ୍ଗ ଠାରୁ ଦୁରେଇ ରୁହନ୍ତୁ l
ଏହିସବୁ ଖାଦ୍ୟ କୁ ଦୁରେଇ ଦିଅନ୍ତୁ –
– ଅଧିକ ତେଲ ଯୁକ୍ତ ଖାଦ୍ୟ
– ଆମିଷ ଖାଦ୍ୟ
– ପ୍ରୋସେସଡ଼ ଫୁଡ
– ପ୍ୟାକେଜଡ଼ ଫୁଡ
– ଅଧିକ ଲୁଣ ଓ ଚିନି ଯୁକ୍ତ ଖାଦ୍ୟ
