Odisha news

ଆଲ୍ହାବାଦ ହାଇ କୋର୍ଟଙ୍କ ଗୁରୁତ୍ୱପୂର୍ଣ ରାଏ : କାହାର ଧାର୍ମିକ ଭାବନାକୁ ଆଘାତ ଦେବାର ସ୍ୱତନ୍ତ୍ରତା ନାହିଁ , ପିଏଫଆଇ ର ସଦସ୍ୟଙ୍କୁ ରାମ ମନ୍ଦିର ଉପରେ କଥିତ ଟିପ୍ପଣୀ ପାଇଁ ଅଗ୍ରୀମ ଜମାନତକୁ ଖାରଜ କଲେ

ନୂଆଦିଲ୍ଲୀ :ଗୋଟିଏ ଧର୍ମନିରପେକ୍ଷ ରାଜ୍ୟରେ ଭାଷଣ ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଧାର୍ମିକ ନାଗରିକ ମାନଙ୍କୁ ଆହତ କରିବା ଓ ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ କୌଣସି ଲାଇସେନ୍ସ ଦେଉନାହିଁ l ଏଥିପାଇଁ ନ୍ୟାୟାଧୀଶ ଚନ୍ଦ୍ର ଧରି ସିଂହ ମୋହମ୍ମଦ ନଇମଙ୍କ ଅଗ୍ରିମ ଜାମିନକୁ ଖାରଜ କରିଛନ୍ତି ,ଯିଏ କି ଲୋକ ପ୍ରିୟ ଫ୍ରଣ୍ଟ ଅଫ ଇଣ୍ଡିଆର କାର୍ଯ୍ୟକର୍ତ୍ତା ଥିଲେ ,ଯିଏ କି କଥିତ ଭାବରେ ଅଯୋଧ୍ୟାରେ ଶିଳାନ୍ୟାସ ସମାରୋହ ବିରୁଦ୍ଧରେ ବୟାନ ଦେଇ ଓ ମୁସଲମାନ ମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରିତ କରିଥିଲେ ବାଵରୀ ମସଜିଦକୁ ରକ୍ଷା କରିବା ପାଇଁ l

ସେଥିପାଇଁ ନ୍ୟାୟମୂର୍ତ୍ତି ଚନ୍ଦ୍ର ଧାରୀ ସିଂହ ମୋହମ୍ମଦ ନଇମ୍ ଙ୍କ ଅଗ୍ରିମ ଜମାନତ ଯାଚିକା କୁ ଖାରଜ କରି ଦେଇଛନ୍ତି l ମୋହମ୍ମଦ ନଇମ୍ ମୁସଲମାନ ମାନଙ୍କୁ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ଦିନ ଭଡକାଇ ଥିଲେ l
*ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଭାଷଣ ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାର ମୌଳିକ ଅଧିକାରକୁ ଆଘାତ ଓ ଧାର୍ମିକ ଭାବନାକୁ ଓ ଆସ୍ଥା ଓ ସାଥି ନାଗରିକଙ୍କ ମାନ୍ୟତାକୁ ଆଘାତ ଦେବା ପାଇଁ ଗୋଟିଏ ଲାଇସେନ୍ସ ଦିଆଯାଇ ନାହିଁ ,ଆଦେଶରେ କୁହା ଯାଇଛି l

ଏହି ମାମଲାରେ ନ୍ୟାୟାଳୟ ଉଲେଖ କରିଛନ୍ତି କି ଆବେଦକଙ୍କ ଦ୍ୱାରା ଏକ ଧର୍ମ କିମ୍ବା ସମୁଦାୟର ସମ୍ବନ୍ଧରେ କୁହାଯାଇଛି କି ଟିପ୍ପଣୀ /ପ୍ରଚାର ଏକ ସମୁଦାୟ କିମ୍ବା ଅନ୍ୟ ସମୁଦାୟ ବିରୁଦ୍ଧରେ ଉତେଜିତ କରିବା ପାଇଁ ସକ୍ଷମ ଥିଲା l
“ସେଥିପାଇଁ ଧାରା ୧୫୩ A IPC ଅନୁସାରେ ଅପରାଧ ଦଣ୍ଡନୀୟ ମାମଲାକୁ ତଥ୍ୟ ଆଡକୁ ଆକର୍ଷିତ କରୁଛି l ଜଣେ ବ୍ୟକ୍ତି ଯିଏ ନିନ୍ଦାତ୍ମକ ସନ୍ଦେଶ ପ୍ରଚାର କରୁଛି ଏଭଳି କରିବା ଗ୍ରହଣୀୟ ନୁହେ ” କୋର୍ଟ କହିଲେ l
ଅଭଯୋଜନା ମାମଲା ଅନୁସରେ ଅଭିଯୋଗ କାରୀ , ଅନିଲ କୁମାର ଓ ଅମିତ କୁମାରଙ୍କ ସହିତ ଗାଁ ବାହାରଳିରେ ପହଞ୍ଚି ଥିଲେ l ଯେତେବେଳେ ତାଙ୍କୁ ଗ୍ରାମୀଣ ମାନେ କହିଲେଯେ ଅଭିଯୁକ୍ତ ମୋହମ୍ମଦ ନଇମ୍ ପ୍ରଚାର କରିଥିଲେକି ଅଯୋଧ୍ୟାରେ ମସଜିଦର ଭୂମି ଉପରେ ରାମ ମନ୍ଦିରର ଶିଳାନ୍ୟାସ କରାଯାଉଛି l ତେଣୁ ପ୍ରତେକ ମୁସଲମାନଙ୍କୁ ବାବ୍ରୀ ମସଜିଦର ସୁରକ୍ଷା ପାଇଁ ଆଗକୁ ଆସିବାକୁ ହେବ l
ଅନିଲ କୁମାରଙ୍କ ଅଭିଯୋଗ ଅନୁସାରେ କୋର୍ଟ ବିଭିନ୍ନ ସମୁଦାୟଙ୍କ ମଧ୍ୟରେ ଧର୍ମକୁ ଆଧାର କରୀ ଏଭଳି ଶତ୍ରୁତାକୁ ଆଗକୁ ବଢାଯାଉଛି ବୋଲି କହିଥିଲେ l

ମୋହମ୍ମଦ ନଇମ୍ ଙ୍କ ଓକିଲ ଦାବି କରିଥିଲେଯେ ଅହମିଥ୍ୟ ଓ ମନଗଢା ଅଟେ ,ମୌଳିକ ଅଧିକାରର ଉଲଂଘନ କରାଯାଇ [ପୋଲିସ ଅଧକାରୀଙ୍କ ଦ୍ୱାରା ମୋହମ୍ମଦ ନଇମ୍ ଙ୍କୁ ଭୁଲ ଭାବରେ ନଜର ବନ୍ଦୀ କରାଯାଇଛି l
ଏହା ମଧ୍ୟ କୁହାଯାଇଛିଯେ ଅଗ୍ରିମ ଜମାନତ ପାଇଁ କୋର୍ଟରେ ଅନୁରୋଧ କରାଯାଇଥିଲା , କିନ୍ତୁ ବାରବାଙ୍କିର ଜିଲ୍ଲା କୋର୍ଟର ନ୍ୟାୟାଧିସ୍ୟ ୨୮ ସେପ୍ଟେମ୍ବର ୨୦୨୦ ରେ ଖାରଜ କରିଦେଇଥିଲେ l
ଅତିରିକ୍ତ ସରକାରୀ ଓକିଲ ଅରିମ ଜମାନତ ର ଜଚିକା ରେ ବିରୋଧ କରି କହିଲେ ” ଆବେଦକ ଅଯୋଧ୍ୟାରେ ରାମମନ୍ଦିର ଶିଳାନ୍ୟାଶକୁ ନେଇ ଦୁଇ ସମୁଦାୟ ଙ୍କ ମଧ୍ୟରେ ଘୃଣା ଓ ଶତ୍ରୁତା ଭରିବାକୁ ଚେଷ୍ଟା କରିଥିଲେ ” l
ଏହାବ୍ୟତୀତ ତର୍କରେ ଏହା ଦିଆଯାଇଥିଲାଯେ ଅଭିଯୁକ୍ତ କେବଳ PIEF ର ସଦସ୍ୟ ନୁହନ୍ତି ବରଂ ସାମାଜିକ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ଗତିବିଧିରେ ସାମିଲ ଅଛନ୍ତି l
“ଅବ୍ୟବସ୍ଥା ଓ ଲାକମାନଙ୍କୁ ହିଂସା ପାଇଁ ଭଡକାଇବା ଉଦେଶ୍ୟରେ ଏହା ଅପରାଧ ଅଟେ l ଧାରା ୧୫୩ A କୁ ଆକର୍ଷିତ କରିବା ପାଇଁ ଏହା ଏକ ହିଂସାତ୍ମକ କାର୍ଯ୍ୟ ହୋଇଥିବାରୁ ତାଙ୍କର ଅଗ୍ରିମ ଜମାନତାକୁ ଖାରଜ କରାଯାଇଛି l

Nalco

Comments are closed.