Odisha news

ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ଉଜ୍ଜାପିତ

(Deepak Thakur) : ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧ| ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟୁରି ବକଟି ଗ୍ରାମ ତାରିଣୀ ପୀଠରେ ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ଉଜ୍ଜାପିତ ହୋଇ ଯାଇଛି |ଏହି ପାରାୟଣ ସପ୍ତାହ ବ୍ୟାପି ଚାଲିଥିଲା , ତାରିଣୀ ଭକ୍ତ କାନ୍ତ ଗଡ଼ତିଆ ଙ୍କ ନେତୃତ୍ୱରେ ଆୟୋଜିତ ପାରାୟଣ ରେ ଟୁଁର୍ଚି ର  ଶ୍ରୀଯୁକ୍ତ ସନ୍ତୋଷ ନନ୍ଦ  ପ୍ରବଚନ ଦେଇ ଥିଲେ ,ସକାଳ ଆଳତୀ ,ପ୍ରବଚନ , ପୂର୍ଣଚନ୍ଦ୍ର ଭକ୍ତ ,ମଧୁମୟ ଙ୍କ ସହଯୋଗୀ ଭଜନ ମଣ୍ଡଳୀ ଦ୍ୱାରା ଭଜନପରିବେଷଣ  ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ଦୂର ଦୁରାନ୍ତ ରୁ ଭକ୍ତ ମାନଙ୍କ ସୁଅ ଛୁଟି ଥିଲା ,ଏହି କାର୍ଯ୍ୟ କ୍ରମରେ ଅଞ୍ଚଳର ଭକ୍ତ ଏବଂ ଗ୍ରାମ ବାସୀ ସହଯୋଗ କରିଥିଲେ , କାନ୍ତ ଗଡ଼ତିଆ ଓ ଧର୍ମ ପତ୍ନୀକ ଏହି ମହାନ ପ୍ରୟାସ କୁ ଅଂଚଳର ଭକ୍ତ ମାନେ ପ୍ରଶଂସା କରିଛନ୍ତି
Nalco

Comments are closed.