Odisha news

ନବୀନ୍ ନିବାସ ଅଭିମୁଖେ ଓଡିଶା ଅଭିଭାବକ ମହାସଂଘ

କଟକ ର ଏସ ସି ବି ପବ୍ଲିକ ସ୍କୁଲକୁ ଅଗଣତାନ୍ତ୍ରିକ ଭାବେ ବନ୍ଦ କରିଦେବା ପ୍ରତିବାଦ ରେ କାଲିଠୁ ଆରମ୍ଭ ହୋଇଥିବା ଆମରଣ ଅନଶନ ଚାଲୁରହିଛି l ଜିଲ୍ଲାପାଳ ନିଜେ ଦୁର୍ନୀତି ରେ ଲିପ୍ତ ଥିବାରୁ ସେ କିଛି ଶୁଣୁନାହାନ୍ତି l ବାଧ୍ୟ ହୋଇ ଆଜି  ଅପରାହ୍ନ 4ଟା ବେଳେ ତିନିଶହ ରୁ ଅଧିକ ସ୍କୁଲ ଅଭିଭାବକ କଟକ ରୁ ଭୁବନେଶ୍ୱର ନବୀନ ନିବାସ ଯାଇ ସେଠାରେ ଧାରଣା ଦେବା ସହିତ ଆମରଣ ଅନଶନ କରିଛନ୍ତି ସେମାନଙ୍କ ମୁଖ୍ୟ ଦାବି ରହିଚି କଟକ ଜିଲ୍ଲାପାଳ ସେମାନଙ୍କ ଦାବି ଶୁଣୁନାହାନ୍ତି scb public school କୁ ଘରୋଇ ସ୍କୁଲ ମାଲିକ ହାତକୁ ଟେକିଦେବାକୁ ନିଷ୍ପତ୍ତି ନେଇଛନ୍ତି, ସ୍କୁଲ found ଙ୍କୁ ହଡପ୍ କରିବାପାଇଁ ପ୍ରୟାସ ଚାଲିଛି, ଯେଉଁ ସ୍କୁଲ କୁ ବନ୍ଦ ପାଇଁ ନିଷ୍ପତ୍ତି ନେଉଛନ୍ତି ତାହା ICSE PERTEN SCHOOL ଥିଲା, ବର୍ତ୍ତମାନ୍ପ୍ର ପିଲାଙ୍କୁ CBSE PERTEN ସ୍କୁଲ କୁ ଟେକିଦେବାକୁ ବସିଛନ୍ତି ତାହାକୁ ସେମାନେ ଗ୍ରହଣ କରୁନାହାନ୍ତି, ଆଜି ମାଷ୍ଟର କ୍ୟାଣ୍ଟିନ୍ସ ଛକରେ 300 ସହ ଅଭିଭାବକ ବିଶାଲ ଶୋଭାଯାତ୍ରାରେ ନବୀନ୍ ନିବାସ ଅଭିମୁଖେ ଯିବାର ଦେଖିବାକୁ ମିଳିଛି, ସାଙ୍ଗରେ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ Prasan Bisoi, Bhumohan Pattnaik, ashok ପାଇକ ରାୟ, କାର୍ତିକ ସାହୁ, SIsir Sahu, papu Mishra, satya Parija ଉପସ୍ଥିତ ରହି ଧାରଣା ପରିଚାଳନା କରିଥିଲେ

Comments are closed.