Odisha news

ଚାକିରୀ କ୍ଷତ୍ରରେ ନିଜ ଭାଗ୍ୟକୁ ଚମକାଇବା ପାଇଁ : ଏହି ସବୁ ବାସ୍ତୁ ଉପାୟକୁ ଅବଲମ୍ବନ କରନ୍ତୁ

ଅଧିକାଂଶ ସମୟ କିଛି ଏପରି ହୋଇଥାଏ ଆମେ ନିଜପାଇଁ ସବୁ ଠିକରେ କରିଥିଲେ ମଧ୍ୟ ଆମର ଜୀବନ ଠିକ ଭାବରେ ପରିଚାଳିତ ହୋଇ ନଥାଏ l କାର୍ଯ୍ୟ କ୍ଷତ୍ରରେ ଅନେକ ପ୍ରୟାସ ଓ କଠିନ ପରିଶ୍ରମ ପଦଉନ୍ନତି ହୋଇ ନଥାଏ l ଏହାର ଅର୍ଥ କୌଣସୀନା କୌଣସି ସ୍ଥାନରେ ଆପଣ ଯେତେ ପ୍ରୟାସ କଲେ ମଧ୍ୟ ସଫଳତା ପାଇପାରି ନଥାନ୍ତି l ଶାସ୍ତ୍ରରେ କୁହାଯାଇଛି ବାସ୍ତୁଦୋଷ ଯୋଗୁ ଅଧିକାଂଶ ସମୟରେ ଉନ୍ନତି କରିବାରେ ବାଧା ଉପୁଜିଥାଏ l

* ଯଦି ଆପଣ ଅଫିସର କାମ ଘରେ ରହି କରୁଛନ୍ତି ତେବେ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କ କାମ କରିବା ସ୍ଥାନ ଶୋଇବା ଘରେ ନହୋଇଥିବା ବଶ୍ୟକ l ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ ଘରେ ରହି ନିଜର ଅଫିସର କାମ କରୁଛନ୍ତି l ଆପଣ ଧ୍ୟାନ ରଖିବେ ଯେ ଆପଣ କାର୍ଯ୍ୟ କଲାବେଳେ ପୂର୍ବ ଦିଗକୁ ମୁହଁ କରି ବୈଠକ ଖାନାରେ ବସିବା ଉଚିତ l

* ଯଦି ଆପଣ ଚାକିରିଆ ଅଟନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଯେତେବେଳେ ନିଜ ସହକର୍ମୀ ମାନଙ୍କ ସହିତ ଆଲୋଚନା କରିବାକୁ ବସୁଛନ୍ତି ,ସେହି ଟେବୁଲଟି ଯେପରି ଚାରି କୋଣିଆ ନହୋଇଥିବା ଆବଶ୍ୟକ l ଟେବୁଲଟି ସର୍ବଦା ଅଣ୍ଡାକାର ହୋଇଥିଲେ ଆପଣଙ୍କ ଆଲୋଚନା ସଫଳ ହେବ l

* ଆପଣଙ୍କ ଅଫିସରେ ଯେଉଁଠି ବସୁଛନ୍ତି ତାହା ଧ୍ୟାନ ରଖନ୍ତୁ ଯେ ଯେପରି ଆପଣଙ୍କ ମୁଣ୍ଡ ଉପରେ କୌଣସି ଵିମ ଯାଇ ନଥିବା ,ଯଦି ଏପରି ଯାଇଛି ତେବେ ଆପଣଙ୍କ ସଫଳତାରେ ବାଧା ଉପୁଜି ପରେ l

* ଯଦି ଆପଣ ଅଫିସରେ କାର୍ଯ୍ୟ କରୁଛନ୍ତି ଓ ସେଠାକାର ମୁଖ୍ୟ ଅଟନ୍ତି ତେବେ ଆପଣ ନିଜ ମୁଖ ମୁଖ୍ୟ ଦୁଆର ଆଡକୁ ରଖିବେ ନାହିଁ ,ଆପଣ ମୁଖ୍ୟ ଦୁଆର ଆଡକୁ ପିଠି କରି ବସିବେ l

Comments are closed.