Odisha news

ଆପଣ ଘରେ ରଙ୍ଗ କରାଉଛନ୍ତି କି ? ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଦକ୍ଷିଣ ପୂର୍ବ ଦିଗରେ କେଉଁ ରଙ୍ଗ କରିବା ଉଚିତ

0

ଘରର ଆଗ୍ନେୟ କୋଣରେ କଣ ପାଇଁ ଲାଲ ରଙ୍ଗରେ ରଙ୍ଗ କରାଯାଇଥାଏ l ଘରର ଦକ୍ଷିଣ ପୂର୍ବ କୋଣକୁ ଆଗ୍ନେୟ କୋଣ କୁହାଯାଏ l ଦକ୍ଷିଣ ପୂର୍ବ ଦିଗର ତତ୍ୱ ରଙ୍ଗ ଲାଲ ହୋଇଥିବା କାରଣରୁ ଅଧିକାଂଶ ଲୋକ ରୋଷେଇ ଘର ଆଗ୍ନେୟ କୋଣରେ ରୋଷେଇ ଘର କରିଥାନ୍ତି

କୁହାଯାଏ ଯେ ବାସ୍ତୁ ଦୃଷ୍ଟିରୁ ଆଗ୍ନେୟ କୋଣରେ ରୋଷେଇ ଘର କରିବା ଉଚିତ l ଅଗ୍ନି ଓ ଜଳୁଥିବା କାଠ ଉଭୟଙ୍କ ରଙ୍ଗ ସାମାନ ହୋଇଥିବାରୁ ଏହାକୁ ବିଶେଷ ମହତ୍ଵ ଦିଆଯାଇଥାଏ l କିନ୍ତୁ ଦୁଇଜଣଙ୍କ ମଧ୍ୟରେ କେବଳ ଏତିକି ସତ୍ୟ ଅଟେ ଯେ ଅଗ୍ନି କାଠକୁ ଜଳାଇଥାଏ l

ଯଦି ଆମେ ଆଗ୍ନେୟ କୋଣରେ ଲାଲ ରଙ୍ଗର ବ୍ୟବହାର କରିବା ତେବେ ଆଗ୍ନେୟ କୋଣ ସହିତ ଯୋଡି ହୋଇଥିବା ତତ୍ୱ ବ୍ୟବସାୟ ଓ ବିକାଶ ପ୍ରଭାବିତ ହୋଇଥାଏ l ତେଣୁକରି ଦକ୍ଷିଣ ଦିଗକୁ ଲାଲ ରଙ୍ଗରେ ରଙ୍ଗିତ କରିବା ଉଚିତ , ଯାହାର ସମ୍ବଦ୍ଧ ଯଶ ଓ କୀର୍ତି ସହିତ ରହିଛି l ଆଗ୍ନେୟ କୋଣାର ତତ୍ଵ ବ୍ୟବସାୟରେ ବିକାଶକୁ ଦାର୍ଶଉଥିବା ବେଳେ ଦକ୍ଷିଣ ଦିଗ ଯଶ ପ୍ରାପ୍ତି ପାଇଁ ସହାୟକ ହୋଇଥାଏ l ଶାରୀରିକ କଷ୍ଟ ମଧ୍ୟ ଏହି ଦିଗ ଯୋଗୁ ହୋଇଥାଏ l ଯେପରିକି ନିତମ୍ବ ଯନ୍ତ୍ରଣା ଇତ୍ୟାଦି l ପୂର୍ବ ଦିଗର ରଙ୍ଗ ସବୁଜ ରଖିବା ଆବଶ୍ୟକ l କାରଣ ସବୁଜ ରଙ୍ଗ ରଖିବା ଦ୍ୱାରା ଭଲ ପରିଣାମ ପ୍ରାପ୍ତ ହୋଇଥାଏ l

Leave A Reply