ଆଜି ଶୁଭ ସକାଳେ ଜମଣାଏ
ଶୁଭ ଅଭିନନ୍ଦନ ।..
ମନେ ଭରସି ଶୁଭ ମନାସି
ଦିଏ ଫୁଲ ଚନ୍ଦନ । ..
କାଳିଆ ଠାକୁର ହେ ମହାବାହୁ
ଆଉ ତୁ ଥାଉ ଥାଉ ।..
ଏଣିକି ଅସହ୍ୟ ହେଲାଣି
ଆମକୁ କରୋନା ଦାଉ ।..
କେବେ ହେବୁନି ତୁହି ବିମୁଖ
ଦୂରେଇ ଦେଏ ଦୁଃଖ ।..
ଖୁସି ବି ଆସୁ ହସ ଵି ଆସୁ
ଵରଷି ଦେ ତୁ ସୁଖ ।..
***** ଅକ୍ଷୟ ପଣ୍ଡା
