ରାଜନଗର୧୬|୧୨ :ପେଟ୍ରୋଲ,ଡି
ଏହି ଗଣ ବିକ୍ଷୋଭରେ ଛାତ୍ର କଂଗ୍ରେସ ସଭାପତି ପ୍ରଭାତ ରାଉଳ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରୀୟ ସାମଲ ପ୍ରମୁଖ ସାମିଲ ହୋଇଥିଲେ । ରାଜ୍ୟସରକାର ଓ କେନ୍ଦ୍ରସରକାର ଅହେତୁକ ତୈଳ ଦର ବୃଦ୍ଧି ଉପରେ ଯଦି ଆଗାମୀ ଦିନରେ ରୋକ ନଲଗାନ୍ତି ତେବେ ଏହାକୁ ଜିଲ୍ଲା ବ୍ୟାପି ଗଣ ବିକ୍ଷୋଭ କରାଯିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂଚନା ଦେଇଛନ୍ତି ।